ଗଣେଶ୍ୱର ସହ ବିଧାନସଭାରୁ OMC ଅଫିସ ମାଡ଼ି ଚାଲିଲେ BJD ସାଂସଦ! OMC Gherao Odisha Assembly, BJD Protest MMDR!
Pratidin TV
0:00 / 0:00
ଗଣେଶ୍ୱର ସହ ବିଧାନସଭାରୁ OMC ଅଫିସ ମାଡ଼ି ଚାଲିଲେ BJD ସାଂସଦ! OMC Gherao Odisha Assembly, BJD Protest MMDR!
1 239 просмотров · 9 часов назад
Pratidin TV
1,76 млн подписчиков
1 239 просмотров · 9 часов назад
ଗଣେଶ୍ୱର ସହ ବିଧାନସଭାରୁ OMC ଅଫିସ ମାଡ଼ି ଚାଲିଲେ BJD ସାଂସଦ! ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬ (MMDR Amendment Act) କୁ ବିରୋଧ କରି ଆଜି ବିଜୁ ଜନତା ଦଳ (ବିଜେଡି) ର ବିଧାୟକମାନେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଖଣି ନିଗମ (OMC) ମୁଖ୍ୟ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନ ମୁଲତବୀ ହେବା ମାତ୍ରେ ବରିଷ୍ଠ ନେତା ଓ ବିଧାୟକମାନେ ଗୃହରୁ ସିଧାସଳଖ ଓଏମସି ଅଫିସ ଅଭିମୁଖେ ଯାଇ ଏହି ଆନ୍ଦୋଳନ କରିଥିଲେ।OMC Gherao Odisha Assembly, BJD Protest MMDR!
#Odisha #BJDProtest #OMCGherao #MMDRAct2026 #OdishaAssembly
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha