Перейти к содержимому

TRAI New Rules: ବଦଳିଗଲା ରିଚାର୍ଜ ନିୟମ 30-Day Validity & Voice-Only Recharge Plans Announced | N18V

News18 Odia

0:00 / 0:00

TRAI New Rules: ବଦଳିଗଲା ରିଚାର୍ଜ ନିୟମ 30-Day Validity & Voice-Only Recharge Plans Announced | N18V

71 401 просмотр · 17 часов назад
News18 Odia
6,22 млн подписчиков
71 401 просмотр · 17 часов назад
TRAI New Rules: ବଦଳିଗଲା ରିଚାର୍ଜ ନିୟମ 30-Day Validity & Voice-Only Recharge Plans Announced | N18V ମୋବାଇଲ୍ ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର! ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) 'ଟେଲିକମ୍ କନ୍‌ଜ୍ୟୁମର୍ ପ୍ରୋଟେକ୍ସନ୍ (୧୩ଶ ସଂଶୋଧନ) ନିୟମାବଳୀ, ୨୦୨୬' ଅଧୀନରେ ନୂଆ ନିୟମ ଲାଗୁ କରିଛି। ଏଣିକି କମ୍ପାନୀଗୁଡ଼ିକୁ ୨୮ ଦିନ ବଦଳରେ ପୂରା ୩୦ ଦିନିଆ ଏବଂ କ୍ୟାଲେଣ୍ଡର ମାସିକ ରିଚାର୍ଜ ପ୍ଲାନ୍ ଦେବାକୁ ପଡ଼ିବ। ଏହାଦ୍ୱାରା ଗ୍ରାହକଙ୍କୁ ବର୍ଷକୁ ୧୩ ଥର ବଦଳରେ ମାତ୍ର ୧୨ ଥର ରିଚାର୍ଜ କରିବାକୁ ପଡ଼ିବ। ଏହାସହିତ, ଯେଉଁ ଗ୍ରାହକମାନେ ଇଣ୍ଟରନେଟ୍ ବ୍ୟବହାର କରନ୍ତି ନାହିଁ (ଯେପରିକି ବରିଷ୍ଠ ନାଗରିକ), ସେମାନଙ୍କ ପାଇଁ ସ୍ୱତନ୍ତ୍ର 'ଭଏସ୍ ଏବଂ ଏସଏମଏସ (Voice & SMS-only) ଶସ୍ତା ପ୍ଲାନ୍ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂସଦରେ ଏହି ମୁଦ୍ଦା ଉଠାଇଥିବା ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ! In a major relief for prepaid mobile consumers, TRAI has notified the Telecom Consumer Protection (Thirteenth Amendment) Regulations, 2026. Telecom operators like Jio, Airtel, and Vi are now mandated to offer 30-day validity plans and same-date monthly renewable recharges, eliminating the need to make 13 recharges a year for a 12-month period. Additionally, operators must introduce dedicated voice-and-SMS-only plans without bundled data, benefiting budget-conscious users and senior citizens. Rajya Sabha MP Raghav Chadha lauded the move, highlighting how consumer concerns raised in Parliament were successfully addressed by TRAI. Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI ID_OD_SS