ବନ୍ୟା କ୍ଷୟକ୍ଷତି ଦେଖିଲେ ମନ୍ତ୍ରୀ | Second Flood in Subarnarekha: Minister Assesses Damage in Balasore
Nandi Live
0:00 / 0:00
ବନ୍ୟା କ୍ଷୟକ୍ଷତି ଦେଖିଲେ ମନ୍ତ୍ରୀ | Second Flood in Subarnarekha: Minister Assesses Damage in Balasore
120 просмотров · 6 дней назад
Nandi Live
15,5 тыс. подписчиков
120 просмотров · 6 дней назад
#ବନ୍ୟା_କ୍ଷୟକ୍ଷତି_ଦେଖିଲେ_ମନ୍ତ୍ରୀ
ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀରେ ଦ୍ୱିତୀୟ ଥର ବନ୍ୟା ଯୋଗୁଁ ଜଳେଶ୍ୱର ଓ ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଷଜମି, ରାସ୍ତାଘାଟ ସମେତ ବିଭିନ୍ନ କ୍ଷେତ୍ରରେ କ୍ଷୟକ୍ଷତି ହୋଇଛି। ବନ୍ୟା ପରବର୍ତ୍ତୀ ସ୍ଥିତି ଓ କ୍ଷୟକ୍ଷତିର ଆକଳନ ପାଇଁ ଜଳେଶ୍ୱର ଓ ଭୋଗରାଇର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।
A second wave of flooding in the Subarnarekha River has affected several areas of Jaleswar and Bhograi in Balasore district. Farmlands, roads and other infrastructure have suffered damage. The Panchayati Raj Minister visited flood-affected areas to assess the post-flood situation and losses.
#Subarnarekha #Balasore #Flood #OdishaFlood #FloodDamage #Jaleswar #Bhograi #FloodUpdate #Odisha #BreakingNews #OdishaNews #OdiaNews #NandiLive
📢 Follow us for daily updates:
🔹 Facebook: tinyurl.com/mssa4drd
🔹 Instagram: tinyurl.com/3k6r2mmm
🔹 YouTube: / @nandilive
🔹X (Twitter): tinyurl.com/58zpb4zy
🔔 Like • Share • Subscribe • Follow