ମୋତିଗଞ୍ଜ ହତ୍ୟାକାଣ୍ଡର ପର୍ଦାଫାଶ ଅଭିଯୁକ୍ତ ଗିରଫ #balasore #odishanews
Nilachala Live
0:00 / 0:00
ମୋତିଗଞ୍ଜ ହତ୍ୟାକାଣ୍ଡର ପର୍ଦାଫାଶ ଅଭିଯୁକ୍ତ ଗିରଫ #balasore #odishanews
120 просмотров · 3 недели назад
Nilachala Live
73 подписчика
120 просмотров · 3 недели назад
#ମୋତିଗଞ୍ଜ_ହତ୍ୟାକାଣ୍ଡର_ପର୍ଦାଫାଶ_ଅଭିଯୁକ୍ତ_ଗିରଫ
ବାଲେଶ୍ୱର ଟାଉନ୍ ଥାନା ଅଧୀନ ମୋତିଗଞ୍ଜ ବଣିଆପଟି କାଳୀମନ୍ଦିର ନିକଟ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ। ମାଣିଖମ୍ବ ଅଞ୍ଚଳର ଅନିରୁଦ୍ଧ ସିଂଙ୍କୁ ଚୈତନ୍ୟ ହେମ୍ବ୍ରମ ଓରଫ ବାଙ୍ଗୁରୁ ଝାଡ଼ୁରେ ଆକ୍ରମଣ କରିବା ସହ ଶିଡ଼ିରୁ ଠେଲି ଦେଇଥିବା ପୋଲିସ କହିଛି। ଏଥିରେ ଅନିରୁଦ୍ଧଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ପରେ ମୃତ୍ୟୁ ଘଟିଥିଲା। ଅଭିଯୋଗ ଆଧାରରେ ତଦନ୍ତ କରି ପୋଲିସ ଚୈତନ୍ୟଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଝାଡ଼ୁ ଜବତ କରିଛି।
#nilachalalive #murdernews #Balasorenews #Motiganajbazar #kalimandir #murder #NewsUpdate #balasore #OdishaNews #Odisha