Перейти к содержимому

🔥 ବିନା ପିଆଜ ରସୁଣରେ ଶୁଖିଲା ମସଲାଦାର ନାଲି ବୁଟ | Spicy Dry Kala Chana Recipe in Odia

swain kitchen official

0:00 / 0:00

🔥 ବିନା ପିଆଜ ରସୁଣରେ ଶୁଖିଲା ମସଲାଦାର ନାଲି ବୁଟ | Spicy Dry Kala Chana Recipe in Odia

47 просмотров · 11 дн. назад
swain kitchen official
42 подписчика
47 просмотров · 11 дн. назад
🔥 ବିନା ପିଆଜ ରସୁଣରେ ଶୁଖିଲା ମସଲାଦାର ନାଲି ବୁଟ | Spicy Dry Kala Chana Recipe in Odia ନମସ୍କାର ସାଙ୍ଗମାନେ ❤️ ଆପଣମାନଙ୍କୁ Swain Kitchen Official କୁ ସ୍ୱାଗତ। ଆଜି ଆମେ ବନାଇବା ବିନା ପିଆଜ ରସୁଣରେ ସୁଆଦିଆ ଶୁଖିଲା ମସଲାଦାର ନାଲି ବୁଟ। 😋🌶️ ଏହି ରେସିପିରେ ସାଧାରଣ ଘରୋଇ ମସଲା ବ୍ୟବହାର କରି ସହଜରେ ସ୍ୱାଦିଷ୍ଟ ନାଲି ବୁଟ ପ୍ରସ୍ତୁତ କରିପାରିବେ। ଏହା ସହିତ ଭିଡିଓରେ ରହିଛି ଏକ ସୁନ୍ଦର ପାରିବାରିକ କାହାଣୀ ଓ ଜୀବନର ମୂଲ୍ୟବାନ ନୀତିଶିକ୍ଷା। 🌿 ଏହି କାହାଣୀର ଶିକ୍ଷା: ପର ଉପକାର କଲେ ପ୍ରତିଦାନରେ କିଛି ଆଶା ରଖିବା ନାହିଁ। ଅନ୍ୟକୁ ସାହାଯ୍ୟ କରନ୍ତୁ, ସମସ୍ତଙ୍କୁ ସମ୍ମାନ ଦିଅନ୍ତୁ ଓ ମାନବିକତାକୁ ସବୁବେଳେ ଆଗରେ ରଖନ୍ତୁ। ଭିଡିଓଟି ଭଲ ଲାଗିଲେ: 👍 Like କରନ୍ତୁ 📲 Share କରନ୍ତୁ 🔔 Swain Kitchen Official କୁ Subscribe କରନ୍ତୁ। ଆପଣଙ୍କ ମତାମତ କମେଣ୍ଟରେ ଲେଖନ୍ତୁ। #MasalaChana #KalaChanaRecipe #OdiaRecipe #NoOnionNoGarlic #SwainKitchenOfficial