Перейти к содержимому

କାର ଓଲଟିଲା, ରାତିରେ ମଦ ଲୁଟ୍ | Odisha Reporter

Odisha Reporter

0:00 / 0:00

କାର ଓଲଟିଲା, ରାତିରେ ମଦ ଲୁଟ୍ | Odisha Reporter

405 просмотров · 5 часов назад
Odisha Reporter
2,98 млн подписчиков
405 просмотров · 5 часов назад
ନୀଳଗିରି ଅଭିମୁଖେ ଚୋରା ଦେଶୀ ମଦ ଚାଲାଣ ବେଳେ ଓଲଟିଲା ମଦ ବୋଝେଇ କାର। ଘାଘରା ପୋଲ ନିକଟ ଯାମବଣି ଛକରେ ଭାରସାମ୍ୟ ହରାଇ କାରଟି ଓଲଟି ପଡ଼ିଥିବା ବେଳେ, ରାତିରେ କିଛି ମଦ ଗାଏବ ହୋଇଥିବା ଅଭିଯୋଗ। ସକାଳେ ଘଟଣାସ୍ଥଳରୁ କାରକୁ ଜବତ କରିଛି ଅଯୋଧ୍ୟା ଫାଣ୍ଡି ପୋଲିସ। କାରରେ କେହି ନଥିବା ବେଳେ ଘଟଣାକୁ ନେଇ ତଦନ୍ତ ଜାରି ରହିଛି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #Nilagiri #Balasore #Odisha #IllegalLiquor #CountryLiquor #LiquorSmuggling #PoliceAction #AyodhyaOutpost #OdishaNews #CrimeNews #LiquorSeized