Belo thau thau Pherao Mano / New odia Christian Song / S Jitu / Studio Verson / Sudhant
Joanna Music Production и ещё 5
0:00 / 0:00
Belo thau thau Pherao Mano / New odia Christian Song / S Jitu / Studio Verson / Sudhant
34 626 просмотров · 4 недели назад
Joanna Music Production и ещё 5
34 626 просмотров · 4 недели назад
PRAISE THE LORD 🙏
ସର୍ବପ୍ରଥମେ ପ୍ରିୟ ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ସମସ୍ତ ଶ୍ରୋତାବନ୍ଧୁ ଓ ଦର୍ଶକମାନଙ୍କୁ ନମସ୍କାର ଜଣାଉଛୁ 🙏l ଅନେକ ଦିନ ର ଅପେକ୍ଷା ପରେ ଆଉ ଏକ ସୁନ୍ଦର ଗୀତ ଆପଣମାନଙ୍କ ନିକଟକୁ ଭେଟି ଦେଇଛୁ, ଆଜି ର ଦୁନିଆରେ ସମସ୍ତେ ନିଜ ନିଜ କାର୍ଯ୍ୟ କର୍ମ ରେ ବ୍ୟସ୍ତତା ଭିତରେ ନିଜକୁ ହଜେଇ ଦେଉଛୁ ହେଲେ ଭୁଲିଯାଉଛୁ ଜନମ ମାନେ ମରଣ ନିତାନ୍ତ ଅଛି ଯାହାକି ପ୍ରଭୁଙ୍କ ପାଖକୁ ଯିବାକୁ ହେବ ଯାହା ଜୀବନେ ପାଇ ଅଛୁ ତାହା ଛାଡ଼ି ଯିବାକୁ ହେବ l ଏହି ଗୀତ କୁ ଓଡିଶାର ଲୋକ ପ୍ରିୟ ଗାୟକ -S. JITU ବହୁତ ସୁନ୍ଦର ଭାବରେ ଏହା କଣ୍ଠ ଦାନ କରିଛନ୍ତି ଏଥି ସହିତ ଏହାର ଲେଖା ଭକ୍ତି ମୂଳକ ଗୀତିକାର (SUDHANT BARDHAN) ଉତ୍ତମ ଭାବରେ ଲେଖା ପରିପ୍ରକାଶ କରିଛନ୍ତି ଏବଂ ଗୀତର ପ୍ରିୟସଙ୍ଗୀତ କାର-( GABRIEL BALIARSING ) ଆଶା କରୁଛୁ ଗୀତ ଟି ଆପଣମାନଙ୍କୁ ଭଲ ଲାଗିବ ପ୍ରାର୍ଥନା ରେ ସଦାବେଳେ ଏହି ଟିମକୁ ସ୍ମରଣ କରିବେ l
ଧନ୍ୟବାଦ
ଆପଣଙ୍କ ସେବାରେ ଜାଫେତ ନାୟକ
SONG DETAILS 🎵 Song: ବେଳ ଥାଉ ଥାଉ ଫେରାଅ ମନ (Belo thau thau phero Mano )"
🎤 Singer: S. Jitu
✍ Lyrics : Sudhant Bardhan (📞 6370741624)
Composition: Gabriel Baliarsing
🎹 Music Arrangement: Bapi Samal
🎬 Producer: JAPHET NAYAK
📸 Camera & Edit: BISWA
Record: MRR. Studio, Cuttack
Special thanks - Sabir Beero, Tina
FOR BETTER SOUND CLARITY " USE HEADPHONES
🙌 SUPPORT US
If you love Odia Christian songs,
👉Subscribe to Joanna Music Production.
👉Like, Comment & Share to spread the Word of God through music.
Song Details :
ସମୟ ହାତରେ ବନ୍ଧା ଏହିତ ଜୀବନ(2time)
ବେଳ ଥାଉ ଥାଉ ଫେରାଅ ମନ (2time)
ମରଣ ହାତରେ ବନ୍ଧା ଏହିତ ଜୀବନ (2time)
ପ୍ରଭୂ ଯୀଶୁ ପାଶେ ଫେରାଅ ମନ(2time)
ମାଟିରେ ଗଢା ମଣିଷ ଅତି ଅଳ୍ପ ତୋ ଆୟୁଷ (2time)
ଅନ୍ତିମ ଯୁଗ ଏହି ନାହିଁ ସମୟ
ବେଳ ଥାଉ ଥାଉ ଫେରାଅ ମନ(2time)
1
ଅନିତ୍ୟ ଜଗତ ଗର୍ଭ ଅଭିମାନ
ମନେ ଭାବିଚକି ଥିବ ଚିରଦିନ
ଆସିଅଛୁ ଏକା ଚାଲିଯିବୁ ଏକା
ନଥିବେ ସଙ୍ଗରେ ପ୍ରିୟଜନ
ମାଟିରେ ଗଢା ମଣିଷ ଅତି ଅଳ୍ପ ତୋ ଆୟୁଷ(2time)
ପ୍ରତି ଟି ପାଦେ ପାଦେ ମରଣ ଭୟ
ବେଳ ଥାଉ ଥାଉ ଫେରାଅ ମନ(2time)
2,
ମରଣ ପୁର୍ବରୁ ପ୍ରସ୍ତୁତ ହୁଅ
ଏହି ଅଛି ଏହି ନାହିଁ ଜଗତ ଜ୍ଞାନ
ପାଇ ଅଛୁ ଯାହା ଚାଲିଯିବ ତାହା
ନଥିବ ସଙ୍ଗରେ ଉପାର୍ଜନ
ମାଟିରେ ଗଢା ଆବାସ ଅଳ୍ପ ଦିନେ ହବ ଶେଷ(2time)
ପ୍ରତିଟି କ୍ଷଣେ କ୍ଷଣେ ଭାଙ୍ଗିବା ଭୟ
ବେଳ ଥାଉ ଥାଉ ଫେରାଅ ମନ (4time)
ANTI-PIRACY WARNING This content is copyright of Joanna Music Production. Any unauthorized reproduction, redistribution, or reupload is strictly prohibited. Legal action⚖️will be taken against copy right violates.