ଅଢ଼େଇ ଦିନର ଜୀବନ // ADHEI DINARA JIBANA // SASHANK SEKHAR // JOYAB NAIK// CHRISTIAN DEVOTIONAL SONG
JOYAB NAIK CREATION
0:00 / 0:00
ଅଢ଼େଇ ଦିନର ଜୀବନ // ADHEI DINARA JIBANA // SASHANK SEKHAR // JOYAB NAIK// CHRISTIAN DEVOTIONAL SONG
338 023 просмотра · 1 год назад
JOYAB NAIK CREATION
6,5 тыс. подписчиков
338 023 просмотра · 1 год назад
ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ।
(ଉପଦେଶକ - ୯:୧୦)
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହା ନାମର ଗୌରବ ହେଉ l ତାହାଙ୍କ ଆଶୀର୍ବାଦରୁ "JN CREATION" youtube channel ଏକ ସୁନ୍ଦର ଖ୍ରୀଷ୍ଟୀୟ ଭକ୍ତି ମୂଳକ ସଂଗୀତ ନେଇ ଆସିଛି। ଗୀତ ଟି କୁ କଣ୍ଠଦାନ କରିଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ "SASHANK SEKHAR" ( ollywood singer) ।
ଏହି ଗୀତ ଟି ପ୍ରଭୁଙ୍କ ଗୌରବ ନିମନ୍ତେ ପ୍ରସ୍ତୁତ କରାଯାଇଛି । ଗୀତଟିକୁ ଶୁଣନ୍ତୁ ଆଶୀର୍ବାଦ ପାଆନ୍ତୁ ପୁଣି ଅନ୍ୟ ମାନଙ୍କୁ share କରନ୍ତୁ
LYRICS
ଆ...... ଆ..... ଆ.....
ହୋ....... ହୋ...
ଏ ଜିବନ ତୋ ଜୀବନ .....×୨
ବନ୍ଧୁ ଆଜି ଅଛି କାଲି ନାହିଁ ତୋ ଜୀବନ
ଅଢେଇ ଦିନର ଅଟେ ବନ୍ଧୁ ତୋ ଜୀବନ...୨
ରହିବନି ଏଠି ଦିନେ ତୋର ପ୍ରାଣ
ହୋ...... ହୋ....
୧- ଜଗତର ସୁଖ ପାଇ ଅସାରରେ ମଜି ରହି
ଯୀଶୁଙ୍କ କୃଷୀୟ ପ୍ରେମ
ଭୁଲି ଯାଇଛୁ ତୁ ଆଜି
ଯୀଶୁଙ୍କ ନାମ କୁ ବନ୍ଧୁ ମିଛ ରେ ସ୍ବୀକାର କରି
ଯୀଶୁଙ୍କ ଠାରୁ ତୋ ମନ
ବହୁ ଦୂରକୁ ଯାଇଛି
ଯେବେ କବରକୁ ଯିବ ବନ୍ଧୁ ତୋ ଶରୀର
ଯୀଶୁଙ୍କ ପାଇଁ କଣ କରିବ ତୋର ପ୍ରାଣ..୨
କବରରେ ନାହିଁ ଆଉ କୌଣସି ଜ୍ଞାନ
ହୋ......ହୋ...
୨- ଅନୁଗ୍ରହ ର ସମୟ ଅତିବାହିତ ହେଉଛି
ସମୟର ଚକ୍ର ବନ୍ଧୁ ଘୁଞ୍ଚି ଘୁଞ୍ଚି ତ ଯାଉଛି
ଯୀଶୁଙ୍କ ବିଚାର ଦିନ
ଯେତେ ପାଖେଇ ଆସୁଛି
ଜଗତରେ ପାପ କର୍ମ ତୋହର ବଢ଼ି ଚାଲିଛି
କେତେ ଜାଗତିକ କର୍ମେ ଲିପ୍ତ ଥିବ ତୋ ମନ
କେତେ ଯୀଶୁଙ୍କ ଠାରୁ ଦୂରକୁ ଯିବ ତୋ ପ୍ରାଣ...୨
ଫେରା ଆଜି ଯୀଶୁ ପାଶେ
ତୋର ମନ
ହୋ....... ହୋ...... ହୋ........
Thank you 🙏
SONG CREDIT:
Song : ADHEI DINARA JIBANA
singer : sashank sekhar ( ollywood singer)
lyrics : bro. Salem lima
music composition: bro. Salem lima
Arrangement & programming: bapi samal
Record & mixing: prativa studio, Cuttack
video editing: Ambram ghanta
producer - Joyab Naik
#HUMANESAGAR
#AMITPANI
#SHASHANKSEKHAR
#SALEMLIMA
#JNCREATION
#CHRISTIANSONG
#NEWODIACHRISTIANSONG
#JAGANMOHANNAG
#AMITBADANAYAK
#JESUSSONG
#JISUGITO
#ODIAJISUGITA
#goodfriday
#newgoodfridaysong
📢ANTI-PIRACY WARNING ⚠️
This content is copyright ©️ to jn creation ( joyab Naik) . Any unauthorised redistribution and re-upload of video or audio is strictly prohibited 🚫 . Legal action will be taken against those who re-upload or redistribute this copyright material presented