ମରୁଭୂମି ପାଲଟିଲା ଚାନ୍ଦିପୁର ବେଳାଭୂମି … ଦୂରେଇ ଗଲାଣି ସମୁଦ୍ର | Chandipur Beach Balasore | Odisha Reporter
Odisha Reporter
0:00 / 0:00
ମରୁଭୂମି ପାଲଟିଲା ଚାନ୍ଦିପୁର ବେଳାଭୂମି … ଦୂରେଇ ଗଲାଣି ସମୁଦ୍ର | Chandipur Beach Balasore | Odisha Reporter
10 920 просмотров · 9 мес. назад
Odisha Reporter
2,98 млн подписчиков
10 920 просмотров · 9 мес. назад
#ମରୁଭୂମିପାଲଟିଲା_ଚାନ୍ଦିପୁର_ବେଳାଭୂମି
#ଦୂରେଇ_ଗଲାଣିସମୁଦ୍ର
ଦିନେ ଏଠି ଢେଉ ଭାଙ୍ଗୁଥିଲା ସମୁଦ୍ର ଲହଡ଼ି। ବେଳାଭୂମିର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଓଡ଼ିଶା ଓ ବଙ୍ଗରୁ ଛୁଟି ଆସୁଥିଲେ ପର୍ଯ୍ୟଟକ।କିନ୍ତୁ ବର୍ଷ କେଇଟାରେ ବଦଳି ଗଲାଣି ଦୃଶ୍ୟ। ଧୀରେ ଧୀରେ ମରୁଭୂମି ପାଲଟି ଗଲାଣି ଏ ବେଳାଭୂମି। ଯେଉଁ ପାହାଚ ସଞ୍ଜ ସକାଳେ ସମୁଦ୍ର ଲହଡ଼ି ମାଡ଼ରେ ଉଛୁଳୁଥିଲା,ତାହା ଏବେ ଅର୍ଦ୍ଧଭଗ୍ନ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#Odisha #OdishaReporter #Odisha #chandipurbeach #Chandipur #balasore