Перейти к содержимому

ମହାନଦୀରେ ବନ୍ୟା ବୁଡ଼ିଗଲା ବାଙ୍କୀ ! Flood In Mahanadi | Banki Submerged | Backwater In Huluhula Nala

News18 Odia

0:00 / 0:00

ମହାନଦୀରେ ବନ୍ୟା ବୁଡ଼ିଗଲା ବାଙ୍କୀ ! Flood In Mahanadi | Banki Submerged | Backwater In Huluhula Nala

3 936 просмотров · 2 месяца назад
News18 Odia
6,23 млн подписчиков
3 936 просмотров · 2 месяца назад
Flood In Mahanadi: Banki Submerged | Backwater Ingress In Huluhula Nala Inundates Crops ମହାନଦୀରେ ମଧ୍ୟମ ଧରଣର ବନ୍ୟା। ତଳିଆ ଅଞ୍ଚଳରେ ବନ୍ୟାପାଣି ପଶି ବ୍ୟାପକ କ୍ଷୟକ୍ଷତି । ବାଙ୍କୀ ବ୍ଲକର ଘୋଡାବର ଠାରେ ଥିବା ହୁଳୁହୁଳା ନାଳ ଦେଇ ମହାନଦୀର ପଛୁଆ ପାଣି ପଶିଛି । ଅନ୍ୟପଟେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ରହିବା ଫଳରେ ସଂପୂର୍ଣ୍ଣ ଉଜୁଡି ପଡିଛି। ଏବେ ଚାଷୀ ଅପେକ୍ଷା କରିଛନ୍ତି କେବଳ ସରକାରୀ ସହାୟତାକୁ।.... Medium Level Flood in Mahanadi River Basin Causes Heavy Damage in Banki Block! A medium-level flood in the Mahanadi river system has resulted in severe inundation across low-lying areas. In Banki block, backwaters from the Mahanadi River entered low-lying villages through the Huluhula Nala at Ghodabara, leading to widespread waterlogging. #MahanadiFlood #BankiFlood #OdishaFlood #CropDamage #OdishaFarmers #MahanadiRiver #OdishaNews #BreakingNews #News18Odia #OdiaNews #OdishaNews News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place. From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs. Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond. -- ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ। ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ। ଆମ ଚ୍ୟାନେଲରେ ଆପଣ କ'ଣ ଦେଖିବାକୁ ପାଇବେ? ସବୁଠୁ ଆଗରେ ବ୍ରେକିଂ ନ୍ୟୁଜ୍ ଏବଂ ଲାଇଭ୍ ଅପଡେଟ୍ ଏକ୍ସକ୍ଲୁସିଭ୍ ରିପୋର୍ଟ ଏବଂ ଟିକିନିଖି ଗ୍ରାଉଣ୍ଡ କଭରେଜ୍ ବରିଷ୍ଠ ବିଶେଷଜ୍ଞଙ୍କ ସଠିକ୍ ବିଶ୍ଳେଷଣ ଆକର୍ଷଣୀୟ ପ୍ରାଇମ୍-ଟାଇମ୍ ବିତର୍କ (Debates) ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ସ୍ପେଶାଲ୍ ଇଣ୍ଟରଭ୍ୟୁ ପଡକାଷ୍ଟ ସହିତ ନ୍ୟୁଜ ଡେସ୍କ ଇଣ୍ଟରଭ୍ୟୁ ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ। Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_LP