Перейти к содержимому

ଶୀତ ଦିନରେ ଥରେ ଏମିତି ବନାନ୍ତୁ ସ୍ୱାଦିଷ୍ଟ ଫୁଲକୋବି ପରଟା ଫାଟିବନି କି ପୁର ବାହାରିବନି 🤫| Gobi Paratha Recipe।

Adheetrisa Delicious Cooking

0:00 / 0:00

ଶୀତ ଦିନରେ ଥରେ ଏମିତି ବନାନ୍ତୁ ସ୍ୱାଦିଷ୍ଟ ଫୁଲକୋବି ପରଟା ଫାଟିବନି କି ପୁର ବାହାରିବନି 🤫| Gobi Paratha Recipe।

289 просмотров · 5 дн. назад
Adheetrisa Delicious Cooking
1,01 тыс. подписчиков
289 просмотров · 5 дн. назад
ନମସ୍କାର ଦର୍ଶକ ବନ୍ଧୁ! ଆଜିର ଏହି ଭିଡିଓରେ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଶୀତ ଦିନର ସବୁଠାରୁ ପ୍ରିୟ ଏବଂ ସ୍ୱାଦିଷ୍ଟ ଫୁଲକୋବି ପରଟା (kobi parata)। ଅନେକ ସମୟରେ ପରଟା ବେଲିଲା ବେଳେ ଫାଟିଯାଏ କିମ୍ବା ପୁର ବାହାରକୁ ବାହାରି ଆସେ। କିନ୍ତୁ ଏହି ଭିଡିଓରେ ମୁଁ କିଛି ସହଜ ଟିପ୍ସ ଶେୟାର କରିଛି, ଯାହା ଦ୍ୱାରା ଆପଣଙ୍କ ପରଟା ଏକଦମ ପରଫେକ୍ଟ ଏବଂ ନରମ ହେବ। ଯଦି ଆପଣଙ୍କୁ ଏହି ରେସିପିଟି ଭଲ ଲାଗେ, ତେବେ ଭିଡିଓକୁ ଲାଇକ୍, ଶେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ! 🙏 How to make phulakobi parata। Gobi parata recipe in Odia। Breakfast recipe in Odia। Coliflower parata recipe odia। #gobiparata #odiarecipe #breakfast #recipe #cooking #puradiaprata #coliflowerparata