Перейти к содержимому

ଦୀପାବଳି ପାଇଁ ମାତ୍ର 10 ମିନିଟ୍ ରେ ବନାନ୍ତୁ କଡକଡା ନମକିନ୍ ପାମ୍ପଡ😋🧿। Easy Diwali Snacks Recipe Odia 🪔।

Adheetrisa Delicious Cooking

0:00 / 0:00

ଦୀପାବଳି ପାଇଁ ମାତ୍ର 10 ମିନିଟ୍ ରେ ବନାନ୍ତୁ କଡକଡା ନମକିନ୍ ପାମ୍ପଡ😋🧿। Easy Diwali Snacks Recipe Odia 🪔।

106 просмотров · 4 дн. назад
Adheetrisa Delicious Cooking
1,01 тыс. подписчиков
106 просмотров · 4 дн. назад
ନମସ୍କାର ଦର୍ଶକ ବନ୍ଧୁ! ଆଜିର ଏହି ଭିଡିଓରେ ଆମେ ଦୀପାବଳି ସ୍ପେଶାଲ୍ ବହୁତ ହିଁ ସ୍ୱାଦିଷ୍ଟ ଏବଂ କ୍ରିସପି "ନମକିନ୍ ପାମ୍ପଡ଼" (Namkeen Pampada / Papdi) ତିଆରି କରିବା ଶିଖିବା। ଏହାକୁ ଆପଣ ବହୁତ କମ୍ ସମୟରେ ଘରେ ଥିବା ସାମଗ୍ରୀରେ ପ୍ରସ୍ତୁତ କରିପାରିବେ ଏବଂ ଦୀପାବଳିରେ ଆସୁଥିବା ଅତିଥିମାନଙ୍କୁ ପରଷି ପାରିବେ। ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗେ, ତେବେ ଭିଡିଓକୁ ଲାଇକ, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି! Namkin Pampada। Diwali special pampada। pampada recipe in Odia। ଦୀପାବଳି ରେ ବନାନ୍ତୁ ନମକିନ୍ ପାମ୍ପଡ। How to make pampada। Pampada Recipe। Home made Pampada। #pampada #odia food #food #recipe #cooking