Перейти к содержимому

ବିନା ଚାଉଳ ରେ ମାତ୍ରା 5 minit ରେ ବନାନ୍ତୁ ଚାଉଳ ବରା 🤫।Chaula Bara Recipe in Odia। Odia Snacks Recipe 🧿😋।

Adheetrisa Delicious Cooking

0:00 / 0:00

ବିନା ଚାଉଳ ରେ ମାତ୍ରା 5 minit ରେ ବନାନ୍ତୁ ଚାଉଳ ବରା 🤫।Chaula Bara Recipe in Odia। Odia Snacks Recipe 🧿😋।

8 просмотров · 2 дн. назад
Adheetrisa Delicious Cooking
1,01 тыс. подписчиков
8 просмотров · 2 дн. назад
ନମସ୍କାର ସଙ୍ଗାତମାନେ! ଆଜିର ଏହି ଭିଡିଓରେ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଏକ ସମ୍ପୂର୍ଣ୍ଣ ନୂଆ ଏବଂ ସିକ୍ରେଟ୍ ରେସିପି - "ବିନା ଚାଉଳରେ ଚାଉଳ ବରା"। ଏହି ବରା ବନେଇବା ପାଇଁ ଆପଣଙ୍କୁ ଚାଉଳ ଭିଜେଇବା କିମ୍ବା ବାଟିବା ଦରକାର ନାହିଁ। ଆମେ ଘରେ ଥିବା ମୁଢ଼ି, ସୁଜି ଏବଂ ଚୁଡ଼ା ବ୍ୟବହାର କରି ପୁରା କ୍ରିସ୍ପି ଏବଂ ସଫ୍ଟ ବରା ବନେଇବା। ଭିଡିଓରେ ମୁଁ କିଛି ସ୍ପେଶାଲ୍ ଟିପ୍ସ ମଧ୍ୟ ଶେୟାର କରିଛି, ଯାହାଦ୍ୱାରା ବରା ଆଦୌ ତେଲ ପିଇବ ନାହିଁ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ! ଆବଶ୍ୟକ ସାମଗ୍ରୀ:- ମୁଢି, ଚୁଡ଼ା, ସୁଜି, ତେଲ, ପିଆଜ, ଲଙ୍କା, ଲୁଣ, ସୋଡ଼ା। How to make chaula bara। Chaula Bara Recipe। Chaula Bara Recipe in Odia। Chaula Bara Recipe Without Chaula। Chaula Bara Recipe Without Biri। Authentic Chaula Bara। Odisha Food। Odia food। Chaula Bara Recipe Oriya Without Biri and Chaula। #breakfast #recipe #cooking #snacks #chaulabara #odiafood #food #odiahafood