Перейти к содержимому

Sundara Madhura Namati Tankara¶¶ସୁନ୍ଦର ମଧୁର ନାମଟି ତାଙ୍କର ¶¶ଗାୟକ :ପ୍ରଣବ ପଟ୍ଟନାୟକ

𝔸ℍ𝔸𝔸ℕ & 𝕊𝕌ℍ𝔸𝔸ℕ ℂℍℝ𝕀𝕊𝕋𝕀𝔸ℕ 𝕄𝕌𝕊𝕀ℂ

0:00 / 0:00

Sundara Madhura Namati Tankara¶¶ସୁନ୍ଦର ମଧୁର ନାମଟି ତାଙ୍କର ¶¶ଗାୟକ :ପ୍ରଣବ ପଟ୍ଟନାୟକ

102 883 просмотра · 5 л. назад
𝔸ℍ𝔸𝔸ℕ & 𝕊𝕌ℍ𝔸𝔸ℕ ℂℍℝ𝕀𝕊𝕋𝕀𝔸ℕ 𝕄𝕌𝕊𝕀ℂ
31,6 тыс. подписчиков
102 883 просмотра · 5 л. назад
#sundaramadhuranamatitankara#upasanasangeeta#odiachristiansong#pranabkishorepatnaikchristiansong PRAISE THE LORD 🙏🙏🙏 ଏହି ଗୀତର ସୂଚନା ୦୧. ଗୀତର ନାମ:- " ସୁନ୍ଦର ମଧୁର ନାମଟି ତାଙ୍କର" ୦୨. କ୍ୟାସେଟ୍:- " ବନ୍ଦନା" ୦୩. ଗୀତ ରଚକ:- ସ୍ଵର୍ଗତଃ ଲାଲ୍ ମୋହନ ପଟ୍ଟନାୟକ ୦୪. ସଙ୍ଗୀତ ଓ ପରିଚାଳନା:- ଲେଟ୍ ଅକ୍ଷୟ ମହାନ୍ତି ୦୫. ଗାୟକ:- ପ୍ରଣବ କିଶୋର ପଟ୍ଟନାୟକ ୦୬. ରି-ମାଷ୍ଟେରିଙ୍ଗ୍:- ସୁକୁମାର ଚୌହାନ୍ ( ପୁପୁନା) ୦୭. ପ୍ରଯୋଜନା:- କେ. କେ ସାବତ୍ ୦୮. ୟୁଟ୍ୟୁବ୍ ଚ୍ୟାନେଲ୍:- ଆହାନ୍ ମ୍ୟୁଜିକ୍ ଖ୍ରୀଷ୍ଟିୟାନ୍‌ ସଙ୍ଗ୍ ଆଶାକରୁ ଏହି ଗୀତଟି ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ ଏହି ଗୀତଟି ଯଦି ଆପଣ ମାନଙ୍କୁ ଭଲ ଲାଗେ ତେବେ ଆପଣମାନଙ୍କ ସୁମତାମତ Comment ମାଧ୍ୟମରେ ଜଣାଇବାକୁ ଭୁଲିବେ ନାହିଁ | ଏମିତି ନୂଆ ଓ ପୂରୁଣା ଖ୍ରୀଷ୍ଟିୟ ସଂଗୀତ ଶୁଣିବା ପାଇଁ ଆମ ଏହି ଚ୍ୟାନେଲ୍ ନିମନ୍ତେ ଆପଣମାନେ ବିଶେଷ ପ୍ରାର୍ଥନାରେ ତୋଳି ଧରିବେ| ଆମେନ୍... ଧନ୍ୟବାଦ |