ଜୀବନର ଶେଷ ଧାଡ଼ି II Odia Soulful Song II Prabhu Ne kaha II Lyrics: Fr. Devarchan IMS II
PRABHU NE KAHA
0:00 / 0:00
ଜୀବନର ଶେଷ ଧାଡ଼ି II Odia Soulful Song II Prabhu Ne kaha II Lyrics: Fr. Devarchan IMS II
74 просмотра · 13 часов назад
PRABHU NE KAHA
2,31 тыс. подписчиков
74 просмотра · 13 часов назад
Dear friends,
Welcome to PRABHU NE KAHA
On this channel, you will find:
✦Biblical Reflections
Thought-provoking reflections and teachings from Sacred Scripture that inspire faith, offer hope, and help you apply God's Word in your daily life.
✦ Hindi & Odia Christian Devotional Songs
Soul-stirring worship songs and heartfelt devotional music that draw you closer to Jesus and encourage a life of prayer and praise.
Whether you are searching for hope, seeking spiritual growth, or simply longing to spend time in God's presence, we pray that every video becomes a source of encouragement and blessing.
This channel is created not for commercial purposes, but to glorify Jesus Christ by proclaiming His Word through biblical reflections and devotional music. Our prayer is that every message and every song will strengthen your faith, nourish your spirit, and lead you into a deeper relationship with our Lord and Savior, Jesus Christ.
....................................................................................
This song is created by Suno ai
Lyrics: Fr. Devarchan IMS
.....................................................................................
ଜୀବନର ଶେଷ ଧାଡ଼ି
ଆ… ଆ… ଆ…
ଓ… ଓ… ଓ…
କେତେ କଥା ଅଧୁରା ରହିଗଲା,
କେତେ ସ୍ୱପ୍ନ ଧୂଳି ହୋଇଗଲା…
ଦିନ ଗଲା, ରାତି ଗଲା,
ନିଜକୁ ନିଜେ ଖୋଜୁ ଖୋଜୁ
ତୋ ପାଖରେ ଆସି ଠିଆ ହେଲି…
ଯୀଶୁ…
ଏବେ ତୁ ହିଁ
ମୋ ଜୀବନର ଶେଷ ଧାଡ଼ି…
ଜୀବନ ଏକ ଅଧୁରା କାହାଣୀ,
ପୃଷ୍ଠା ଅନେକ ଛିଣ୍ଡିଗଲା,
କିଛି ଲୁହରେ ଲେଖା ହେଲା,
କିଛି ନିରବତାରେ ରହିଗଲା।
ତଥାପି ଶେଷ ପୃଷ୍ଠାଟି
ତୋ ହାତେ ଦେଇଦେଲି,
ମୋର କାହାଣୀ ଯେଉଁଠି ଶେଷ,
ସେଇଠୁ ତୋତେ ଆରମ୍ଭ କଲି।
କେତେ କଥା ଅଧୁରା ରହିଗଲା,
କେତେ ସ୍ୱପ୍ନ ଧୂଳି ହୋଇଗଲା…
ଦିନ ଗଲା, ରାତି ଗଲା,
ନିଜକୁ ନିଜେ ଖୋଜୁ ଖୋଜୁ
ତୋ ପାଖରେ ଆସି ଠିଆ ହେଲି…
ଯୀଶୁ…
ଏବେ ତୁ ହିଁ
ମୋ ଜୀବନର ଶେଷ ଧାଡ଼ି…
ଯେବେ ଶବ୍ଦ ସବୁ ଶେଷ ହେବ,
ଯେବେ ଗୀତ ରହିବ ନାହିଁ,
ଯେବେ ଆଖିର ଶେଷ ଲୁହଟି
ନିରବ ହୋଇ ଝରିଯିବ।
ସେଇ ଶେଷ ମୁହୂର୍ତ୍ତରେ,
ମୋ ମନ ତୋତେ ଡାକିବ,
ମୋ ଜୀବନର ଶେଷ ଧାଡ଼ି
ଯୀଶୁ” ବୋଲି ଲେଖା ହେବ।
କେତେ କଥା ଅଧୁରା ରହିଗଲା,
କେତେ ସ୍ୱପ୍ନ ଧୂଳି ହୋଇଗଲା…
ଦିନ ଗଲା, ରାତି ଗଲା,
ନିଜକୁ ନିଜେ ଖୋଜୁ ଖୋଜୁ
ତୋ ପାଖରେ ଆସି ଠିଆ ହେଲି…
ଯୀଶୁ…
ଏବେ ତୁ ହିଁ
ମୋ ଜୀବନର ଶେଷ ଧାଡ଼ି…