What Is the Role of Rajesh Mahapatra in MLA-CEO Clash? | Odisha Reporter
Odisha Reporter
0:00 / 0:00
What Is the Role of Rajesh Mahapatra in MLA-CEO Clash? | Odisha Reporter
14 628 просмотров · 1 дн. назад
Odisha Reporter
2,99 млн подписчиков
14 628 просмотров · 1 дн. назад
ଆସିକା ମୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ରଙ୍କ ବଦଳିକୁ ନେଇ ଏବେ ଚର୍ଚ୍ଚା। ବିଧାୟକ ସରୋଜ ପାଢ଼ୀ ଓ ସିଡିଓ ସମୀର ଜେନାଙ୍କ ମଧ୍ୟରେ ହୋଇଥିବା ବିବାଦ ପଛରେ ରାଜେଶଙ୍କ ଭୂମିକା ଥିଲା କି? ତଦନ୍ତରେ କ'ଣ ସାମ୍ନାକୁ ଆସିଲା? ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହଠାତ୍ ବଦଳିକୁ ନେଇ ଉଠିଛି ଅନେକ ପ୍ରଶ୍ନ। ବିବାଦର ପୃଷ୍ଠଭୂମି, ବଦଳିର କାରଣ ଏବଂ ପ୍ରଶାସନିକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା।
#Asika #RajeshKumarMahapatra #SarojPadhi #SameerJena #ExecutiveOfficer #TransferControversy #OdishaPolitics #OdishaAdministration #PoliticalControversy #OdishaNews #OdiaNews
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter