ବାଇକ୍ ରୁ ଖସି ପଡ଼ିଲେ ନାଳକୁ, ସ୍ୱାମୀ ଆଖି ଆଗରେ ଚାଲିଗଲା ସ୍ତ୍ରୀ ଜୀବନ l Woman Death in Jajpur
Pratidin TV
0:00 / 0:00
ବାଇକ୍ ରୁ ଖସି ପଡ଼ିଲେ ନାଳକୁ, ସ୍ୱାମୀ ଆଖି ଆଗରେ ଚାଲିଗଲା ସ୍ତ୍ରୀ ଜୀବନ l Woman Death in Jajpur
6 377 просмотров · 3 недели назад
Pratidin TV
1,76 млн подписчиков
6 377 просмотров · 3 недели назад
ବାଇକ୍ ରୁ ଖସି ,ସ୍ୱାମୀ ଆଖି ଆଗରେ ନାଳରେ ବୁଡ଼ି ଚାଲିଗଲା ସ୍ତ୍ରୀଙ୍କ ଜୀବନ । ଦୁଧେଇ ନାଳରେ ଖସି ପଡି ସ୍ତ୍ରୀ ମୃତ, ଵର୍ତ୍ତିଗଲେ ସ୍ୱାମୀ ଓ ୩ବର୍ଷର ପୁଅ। ଗତକାଲି ରାତିରେ ଯାଜପୁର ଜିଲ୍ଲା ବରୀ ବ୍ଲକ ଶିବା ଛକ ନିକଟରେ ଥିବା ଦୁଧେଇ ସେତୁରେ ଘଟିଛି ଏଭଳି ଅଘଟଣ। ପୁଅ ସହ ଦମ୍ପତି ବାଇକରେ ଯାଉଥିବା ସମୟରେ ରାସ୍ତା ଖରାପ ଯୋଗୁ ଖାଲରେ ପଡି ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ସ୍ୱାମୀ ଓ ପରେ ପୁଅଙ୍କୁ ଉଦ୍ଧାର କରାଯାଇ ଥିଲା। ପରେ ବହୁ ଖୋଜାଖୋଜି କରିବା ପରେ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କଲେ। ମୃତକ ହେଲେ ସୁଜନପୁର ଅଞ୍ଚଳ ବ୍ୟବସାୟୀ ସତ୍ୟବ୍ରତ ଓଝା ଙ୍କ ପତ୍ନୀ କୁନି ମହାରଣା । Woman Dies after drowning in a drain ,Jajpur #jajpur #woman #death #drowning #drain #tragedy
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha