ଜମି ରେଜେଷ୍ଟ୍ରି ପାଇଁ , ୭ ହଜାର ଲାଞ୍ଚ ମାଗୁଥିଲେ ମନୀଷା ମ୍ୟାଡାମ୍ l Baliapal Sub-Registrar in Vigilance Net
Pratidin TV
0:00 / 0:00
ଜମି ରେଜେଷ୍ଟ୍ରି ପାଇଁ , ୭ ହଜାର ଲାଞ୍ଚ ମାଗୁଥିଲେ ମନୀଷା ମ୍ୟାଡାମ୍ l Baliapal Sub-Registrar in Vigilance Net
1 216 просмотров · 2 ч назад
Pratidin TV
1,77 млн подписчиков
1 216 просмотров · 2 ч назад
ଜମି ରେଜେଷ୍ଟ୍ରି ପାଇଁ ,୭ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ମନୀଷା ମ୍ୟାଡାମ୍ l ଜମି ରେଜେଷ୍ଟ୍ରି କରିବା ପାଇଁ ସବରେଜିଷ୍ଟର 7 ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗ, ବାରିପଦା ଭିଜିଲାନ୍ସ ବିଭାଗର 11 ଜଣିଆ ଟିମ ଅଚାନକ ଚଢ଼ାଉ କରି ଟଙ୍କା ଜବଦ କରିବା ସହିତ ବାଲିଆପାଳ ସବରେଜିଷ୍ଟର ମନୀଷା ମିଶ୍ର ଙ୍କୁ ଅଟକ , ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବରେଜିଷ୍ଟର ଅଫିସରେ ସବରେଜିଷ୍ଟର ମନୀଷା ମିଶ୍ର ଦୀର୍ଘ 8 ମାସ ଧରି ବାଲିଆପାଳ ଅଫିସ ରେ କାର୍ଯ୍ଯରତ ଥିଲେ, ସେ ବିଭିନ୍ନ ସମୟରେ ଲୋକଙ୍କ ଠୁ ଲାଞ୍ଚ ନେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା, ଆଜି ବାଲିଆପାଳ ଅଂଚଳର ଜ୍ଞାନ ରଞ୍ଜନ ପାତ୍ରଙ୍କର ଜମିରେ ରେଜେଷ୍ଟ୍ରି କରିବା ପାଇଁ ସବ ରେଜିଷ୍ଟର ମନୀଷା ମିଶ୍ର 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ପରବର୍ତୀ ସମୟରେ ଗତ କାଲି 7 ହଜାର ଟଙ୍କାରେ ଡିଲ ଫାଇନାଲ ହୋଇଥିଲା, ଏନେଇ ଜ୍ଞାନ ବାରିପଦା ଭିଜିଲାନ୍ସ ବିଭାଗକୁ ଜଣାଇ ଥିଲେ ତେବେ ଆଜି ମଧ୍ଯାହ୍ନ 12 ଟା ସମୟରେ ଜ୍ଞାନ 7ହଜାର ଟଙ୍କା ନେଇ ସବ ରେଜିଷ୍ଟର ମନୀଷା ମିଶ୍ରଙ୍କ ପାଖକୁ ଆସିଥିଲେ ଏବଂ ଟଙ୍କା ଦେଇଥିଲେ, ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନ୍ସ ବିଭାଗର 11 ଜଣିଆ ଟିମ ମାଡି ବସିଥିଲା, 7 ହଜାର ଟଙ୍କା ଜବତ କରିବା ସହ ସବ ରେଜିଷ୍ଟର ମନୀଷା ମିଶ୍ରକୁ ଅଟକ କରି ଥିଲା ଭିଜିଲାନ୍ସ ବିଭାଗ । Vigilance Apprehends Baliapal Sub-Registrar For Taking Rs 7K Bribe
#OdishaVigilance #Baliapal #AntiCorruption #balasore #CrimeNews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha