Перейти к содержимому

HE DAYAL RAKHA CHARANE ||WITH LYRICS|| COROUS || #satsang#thakuranukulchandra#corous#viral #trending

SATSANG VIHAR DKT и PRABRUDHA PRADHAN

0:00 / 0:00

HE DAYAL RAKHA CHARANE ||WITH LYRICS|| COROUS || #satsang#thakuranukulchandra#corous#viral #trending

4 232 просмотра · 4 дня назад
SATSANG VIHAR DKT и PRABRUDHA PRADHAN
4 232 просмотра · 4 дня назад
(ଜୟଗୁରୁ) (ବନ୍ଦେପୁରୁଷୋତ୍ତମମ୍) “ହେ ଦୟାଲ ରଖ ଚରଣେ” ଏହି ସୁନ୍ଦର ସତସଙ୍ଗ କୋରସ With Lyrics ଆପଣମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ❤️ 🎙️ ଗାୟକ:- ସୁପ୍ରଭା ମା , ଲକ୍ଷ୍ମୀ ମା , ସୋନାଲୀ ମା 📍 ସ୍ଥାନ:- ସତସଙ୍ଗ ବିହାର ଜାନିବିଲ୍ଲି, ଧରାକୋଟ ଭିଡିଓଟି ଭଲ ଲାଗିଲେ Like 👍, Share ↗️ ଏବଂ Channelକୁ Subscribe 🔔 କରନ୍ତୁ। JOIN OUR GROUP...    / @satsangvihardkt     / satsangvihar_dharakote   https://whatsapp.com/channel/0029Vb7n... **"Song Lyrics"** ହେ ଦୟାଲ ରଖ ଚରଣେ ମୋତେ ହେ ଠାକୁର ରଖ ଚରଣେ ମୋତେ ଆଶ୍ରୟ ଦିଅ ହେ ପ୍ରଭୁ ତୁମ ଛନ୍ଦା ଚରଣେ ହେ ଦୟାଲ ରଖ ଚରଣେ ଭଜି ଭଜି ପ୍ରଭୁ ତୁମ ସତନାମ ଯାଉ ମୋର ଦିନ ବିତି ଜୀବନ ରଥରେ ତୁମେ ମୋ ସାରଥୀ ଲୋଡ଼ା ନାହିଁ ଆଉ କିଛି ମୋର ସାର୍ଥକ ଜୀବନ ପ୍ରଭୁ (୨) ତୁମ ଦରସନେ ହେ ଦୟାଲ ରଖ ଚରଣେ (୨) ମଧୁର ସାଗର ତୁମ କରୁଣାରେ ମଧୁମୟ ଏ ଜଗତ ଅଜ୍ଞାନ ତିମିର ଅବସାନ କରି ଆଣିଛି ନୂଆ ପ୍ରଭାତ ମୋର ପ୍ରାଣ ନାଚେ ଢଳି ଢଳି ତୁମରି ସ୍ମରଣେ ହେ ଦୟାଲ ରଖ ଚରଣେ (୨) କେତେ ଜନମର ସାଧନାର ବଳେ ପାଇଛି ଚରଣେ ସ୍ଥାନ ବିମୋହନ ପ୍ରଭୁ ଏ ସାରା ସଂସାର ଦେଖି ସେ ପ୍ରୁଣ୍ୟ ଲାବଣ୍ୟ ମୋର ନଉକା ନାଉରୀ ତୁମେ ମୋର ଜୀବନ ନାଆ ରେ ହେ ଦୟାଲ ରଖ ଚରଣେ (୨) *********************************************** 🌸 About This Channel 🌸 This channel is dedicated to spreading the divine teachings, life philosophy, and spiritual guidance of Thakur Anukul Chandra Ji. His words are not only filled with devotion but also provide practical wisdom for leading a peaceful, purposeful, and progressive life. Through this channel, you will find: ✨ Inspiring thoughts of Thakur Ji ✨ Teachings on faith, devotion & humanity ✨ Motivational messages for daily life ✨ Satsang, bhajans & spiritual discussions Our goal is to make the eternal wisdom of Thakur Anukul Chandra reach every heart, especially the younger generation, so that they can live a life of truth, love, and service to humanity. 🙏 Stay connected, spread positivity, and walk on the path of spirituality with Thakur Anukul Chandra’s divine light.