ଯାହାର ଜୀବନେ ଇଷ୍ଟ ନାହିଁ, ଯାହାର ଅନ୍ତରେ ପ୍ରେମ ନାହିଁ 🙏 | With Lyrics |ମମତା ସରାବ ମା’| ସତସଙ୍ଗ ବିହାର ଧରାକୋଟ
SATSANG VIHAR DKT и PRABRUDHA PRADHAN
0:00 / 0:00
ଯାହାର ଜୀବନେ ଇଷ୍ଟ ନାହିଁ, ଯାହାର ଅନ୍ତରେ ପ୍ରେମ ନାହିଁ 🙏 | With Lyrics |ମମତା ସରାବ ମା’| ସତସଙ୍ଗ ବିହାର ଧରାକୋଟ
3 433 просмотра · 1 месяц назад
SATSANG VIHAR DKT и PRABRUDHA PRADHAN
3 433 просмотра · 1 месяц назад
🙏 ଜୟଗୁରୁ 🙏
“ଯାହାର ଜୀବନେ ଇଷ୍ଟ ନାହିଁ,
ଯାହାର ଅନ୍ତରେ ପ୍ରେମ ନାହିଁ”
ଏହି ସୁନ୍ଦର ସତସଙ୍ଗ ଗୀତଟି With Lyrics ଆପଣମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ❤️
🎙️ ଗାୟକ:- ମମତା ସରାବ ମା’
📍 ସ୍ଥାନ:- ସତସଙ୍ଗ ବିହାର ଜାନିବିଲ୍ଲି, ଧରାକୋଟ
ଭିଡିଓଟି ଭଲ ଲାଗିଲେ Like 👍, Share ↗️ ଏବଂ Channelକୁ Subscribe 🔔 କରନ୍ତୁ।
**"Song Lyrics"**
ଯାହାର ଜୀବନେ ଇଷ୍ଟ ନାହିଁ
ଯାହାର ଅନ୍ତରେ ପ୍ରେମ ନାହିଁ
ଯେତେ ଜ୍ଞାନୀ ବୋଲି ଭାବିଲେ ବି ..(2)
ସେତ ଜୀବନର ମାନେ ବୁଝି ନାହିଁ....
ଆଲୋକକୁ ଯିଏ ପଛ କରି ଚାଲେ
ଜିବନରେ ଆସେ ଅନ୍ଧକାର
ଅନ୍ଧକାର ପଥେ ବାଟ ଚାଲୁ ଚାଲୁ
ଝୁଣ୍ଟି ସିନା ହୁଏ ନାରଖାର
ତଥାପି ମଣିଷ ବୁଝେ ନାହିଁ
ମଣିଷ ରୂପରେ ଆସେ ସେହିଁ (2)
ସବୁ ଥାଇ ବନ୍ଧୁ କିଛି ନାହିଁ(2)
ଯଦି କରୁଣା ପରା ଏ ପାଇ ନାହିଁ
ଯାହାର ଜୀବନେ ଇଷ୍ଟ ନାହିଁ
ଯାହାର ଅନ୍ତରେ ପ୍ରେମ ନାହିଁ ....
ପ୍ରେମର ମୂରତି କରୁଣା ବରଶି
ଡାକନ୍ତି ସମ୍ଭିଙ୍କୁ ଆଦରରେ
ଅର୍ଥ ମାନ ଯଶ ପାଇବା ପାଇଁକି
ଧାଅ ନାହିଁ ଆଉ ମିଛଟାରେ
ସବୁରି ଜୀବନ ଉତ୍ସ ସେହି
ଜୀବନ୍ତ ଈଶ୍ୱର ନର ଦେହି (2)
ସବୁ ଥାଇ ବନ୍ଧୁ କିଛି ନାହିଁ (2)
ଯଦି ତାଙ୍କ ଡୋରେ ଜୀବନ ବନ୍ଧା ନାହିଁ...
ଯାହାର ଜୀବନେ ଇଷ୍ଟ ନାହିଁ
ଯାହାର ଅନ୍ତରେ ପ୍ରେମ ନାହିଁ
***********************************************
JOIN OUR GROUP...
/ @satsangvihardkt
/ satsangvihar_dharakote
https://whatsapp.com/channel/0029Vb7n...
🌸 About This Channel 🌸
This channel is dedicated to spreading the divine teachings, life philosophy, and spiritual guidance of Thakur Anukul Chandra Ji. His words are not only filled with devotion but also provide practical wisdom for leading a peaceful, purposeful, and progressive life.
Through this channel, you will find:
✨ Inspiring thoughts of Thakur Ji
✨ Teachings on faith, devotion & humanity
✨ Motivational messages for daily life
✨ Satsang, bhajans & spiritual discussions
Our goal is to make the eternal wisdom of Thakur Anukul Chandra reach every heart, especially the younger generation, so that they can live a life of truth, love, and service to humanity.
🙏 Stay connected, spread positivity, and walk on the path of spirituality with Thakur Anukul Chandra’s divine light.
JAY GURU...🙏🏻🙏🏻🙏🏻
#Satsang #JayGuru #OdiaBhajan #SatsangVihar #OdiaSong #WithLyrics #MamataSarabaMaa #Dharakote #OdiaSatsang #Bhajan
#OdiaBhajan #Satsang #JayGuru #OdiaSong #SatsangVihar #WithLyrics #OdiaSatsang #Dharakote #MamataSarabaMaa #Bhajan