PRABHUNKA GOURABA BARNANA KARA/new odia christian song 2026/ singer- S.Jitu/lyrics -sudhant bardhan
SwabhimanMusic и ещё 5
0:00 / 0:00
PRABHUNKA GOURABA BARNANA KARA/new odia christian song 2026/ singer- S.Jitu/lyrics -sudhant bardhan
16 886 просмотров · 12 дней назад
SwabhimanMusic и ещё 5
16 886 просмотров · 12 дней назад
ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମହାନ ନାମରେ ଧନ୍ୟବାଦ ହେଉ, ଆପଣ ସମସ୍ତଙ୍କୁ SWABHIMAN MUSIC YouTube Channel ତରଫରୁ ସମସ୍ତଙ୍କୁ ଖ୍ରୀଷ୍ଟିୟ ପ୍ରେମରେ ନମସ୍କାର 🙏🙏🙏
ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା ଆମେ ଦ୍ବିତୀୟ ଥର ପାଇଁ ଏହି ସୁନ୍ଦର ହୃଦୟ ସ୍ପର୍ଶି ଗୀତ ଭାଇ S. JITU ଙ୍କ କଣ୍ଠରେ ପ୍ରସ୍ତୁତ କରିଅଛୁ ,ଯାହା MRR STUDIO ( CUTTACK)ରେ Record କରାଯାଇଛି ।
ଗୀତକୁ Composition କରିଛନ୍ତି GABRIEL BALIARSING ଆଉ Lyrics ରେ ସଜାଇଛନ୍ତି ପ୍ରଭୁଙ୍କ ପରିଚାଳନାରେ ଭାଇ SUDHANT BARDHAN ଏବଂ ଗୀତରେ MUSIC ARRANGEMENT କରିଛନ୍ତି ଭାଇ BAPI SAMAL, ଗୀତଟି ବହୁତ ହୃଦୟ ସ୍ପର୍ଶି ଏବଂ ଅତ୍ୟନ୍ତ ମନଛୁଆଁ ହୋଇଛି,
ଧନ୍ୟବାଦ
channel -SWABHIMAN MUSIC
SWABHIMAN MUSIC PRESENTS
🖼️Title - PRABHUNKA GOURABA BARNANA KARA
(ପ୍ରଭୁଙ୍କ ଗୌରବ ବର୍ଣ୍ଣନା କର)
🎙️Singer-S.JITU
📝Lyrics - Sudhant Bardhan (6370741624)
🎤Compose - Gabriel Baliarsing
🎹Music Arrengement - Bapi Shamal
🖥️Recording - MRR Studio Cuttack
🎛️Mastering - Swaktiswar Mohapatra
🎥Camera & Dob- biswo
💽Producer -SWABHIMAN MISHAL
🎭Spacial Thanks - Sabir bira and
Prabhuddut pramanik
"Lyrics" details
ହେ ଆକାଶ ମଣ୍ଡଳ ହେ ବାରିଧି ସକଳ
ପ୍ରଭୁଙ୍କ ଗୌରବ ବର୍ଣନା କର
ହେ ମାନବ ଗଣ ଜୀବିତ ପ୍ରାଣୀ ସକଳ
ପ୍ରଭୁଙ୍କ ଗୌରବ ବର୍ଣନା କର
ସେ ମହାନ ଈଶ୍ୱର ସକଳ ସୃଷ୍ଟିର ଆକର
ପ୍ରଭୁଙ୍କର ମହିମା ପ୍ରକାଶ କର
ସଦାପ୍ରଭୁଙ୍କର ପ୍ରଶଂସା କର
ତାଙ୍କ ନାମର ଧନ୍ୟବାଦ କର
1=
ସ୍ବର୍ଗ ମର୍ତ୍ତ୍ୟ ତ୍ରିଭୁବନ ପ୍ରଭୁ ସେହି ଆଶ୍ଚର୍ଯ୍ୟ ଈଶ୍ୱର
ଯୀଶୁ ବିନା ନାହିଁ କେହି ପ୍ରଭୁ ଆଉ ଏହି ଜଗତର
ସେ କରୁଣା ନିର୍ଝର ଜୀବିତ ପ୍ରାଣୀର ଆଧାର
ପ୍ରଭୁଙ୍କର କରୁଣା ପ୍ରକାଶ କର
ଆଶିଷ କ୍ଷମା ଦେବାରେ ଅପାର
ତାଙ୍କ ନାମର ସ୍ତବଗାନ କର
2=
ମାନବ ଜାତିର ସେ ରକ୍ଷକ ସଦାପ୍ରଭୁ ପ୍ରତି ପାଳକ
ଯୀଶୁ ବିନା ନାହିଁ କେହି ଦେବାକୁ ତ୍ରାଣ ସଂଚାର
ସେ ପ୍ରମର ଭଣ୍ଡାର ଅତୁଳ ସାଗର ସମୀର
ପ୍ରଭୁଙ୍କର ପ୍ରେମକୁ ପ୍ରଚାର କର
ଶାନ୍ତନା ମୁକ୍ତି ଦେବାରେ ଅପାର
ତାଙ୍କ ନାମରେ ଜୟଧ୍ୱନି କର
Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE.
!!* ANTI-PIRACY WARNING *!!
This content is copyright to swabhiman Music presents.Any unauthorised Reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright meterial Presented.