ବରଗଡ଼ ସମଲେଶ୍ୱରୀ ମନ୍ଦିରରେ ୯୬ତମ ଗଣେଶ ପୂଜା: ବିଶ୍ୱ କଲ୍ୟାଣ ପାଇଁ ଭବ୍ୟ ମହାଆଳତି
Ganashakti Tv
0:00 / 0:00
ବରଗଡ଼ ସମଲେଶ୍ୱରୀ ମନ୍ଦିରରେ ୯୬ତମ ଗଣେଶ ପୂଜା: ବିଶ୍ୱ କଲ୍ୟାଣ ପାଇଁ ଭବ୍ୟ ମହାଆଳତି
163 просмотра · 1 дн. назад
Ganashakti Tv
4,83 тыс. подписчиков
163 просмотра · 1 дн. назад
ବରଗଡ଼ ସମଲେଶ୍ୱରୀ ମନ୍ଦିରରେ ୯୬ତମ ଗଣେଶ ପୂଜା: ବିଶ୍ୱ କଲ୍ୟାଣ ପାଇଁ ଭବ୍ୟ ମହାଆଳତି
96th Ganesh Puja in Bargarh: Grand Maha Aarti Held at Samaleswari Temple for World Welfare
ବରଗଡ଼ ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ଗଣେଶ ପୂଜା କମିଟି ପକ୍ଷରୁ ୯୬ତମ ଗଣେଶ ପୂଜା ଅବସରରେ ବିଶ୍ୱ କଲ୍ୟାଣ ଓ ସମାଜର ମଙ୍ଗଳ କାମନା କରି ଭବ୍ୟ ମହାଆଳତି ଅନୁଷ୍ଠିତ ହୋଇଛି। ମୁଖ୍ୟ ପଣ୍ଡିତ ବିଘ୍ନରାଜ ଦାଶ ବୈଦିକ ମନ୍ତ୍ରୋଚ୍ଚାରଣରେ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ମହାଆଳତିରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ। ଅଲୋକ କୁମାର ପ୍ରଧାନ, ରୋଷନ କୁମାର ପ୍ରଧାନ, ଭିକି ପ୍ରଧାନ, ସୋମଜିତ୍ କୁଣ୍ଡୁ, ରୋଷନ ପାଣି, ସଂଗ୍ରାମ ଜୁଆଡ଼ି, ବାବୁଲୁ କାଥର ଓ ସୁନୀଲ ନାୟକଙ୍କ ସମେତ କମିଟିର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମହାଆଳତିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
The Ganesh Puja Committee near Samaleswari Temple, Bargarh, organised a grand Maha Aarti during the 96th Ganesh Puja with prayers for social welfare and world peace. Chief priest Bighnaraj Dash conducted the rituals with Vedic chants. Former MLA Debesh Acharya and a large number of devotees participated in the Maha Aarti and sought blessings. Committee members including Alok Kumar Pradhan, Roshan Kumar Pradhan, Vicky Pradhan, Somajit Kundu, Roshan Pani, Sangram Juadi, Babulu Kather and Sunil Nayak actively supported the event. The temple premises witnessed a serene and devotional atmosphere.