ପରମ୍ପରା ଓ ଭକ୍ତିର ଅନନ୍ୟ ମିଳନ: ଧର୍ମଶାଳାର ବଡ଼ ଗଣେଶ ପୂଜା
Ganashakti Tv
0:00 / 0:00
ପରମ୍ପରା ଓ ଭକ୍ତିର ଅନନ୍ୟ ମିଳନ: ଧର୍ମଶାଳାର ବଡ଼ ଗଣେଶ ପୂଜା
211 просмотров · 2 дн. назад
Ganashakti Tv
4,84 тыс. подписчиков
211 просмотров · 2 дн. назад
ପରମ୍ପରା ଓ ଭକ୍ତିର ଅନନ୍ୟ ମିଳନ: ଧର୍ମଶାଳାର ବଡ଼ ଗଣେଶ ପୂଜା
A Unique Blend of Tradition and Devotion: Bada Ganesh Puja at Dharmashala
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ବରଗଡ଼ ସହରର ଧର୍ମଶାଳାଠାରେ ଐତିହାସିକ ‘ବଡ଼ ଗଣେଶ’ ପୂଜା ଧୁମଧାମରେ ପାଳିତ ହେଉଛି। ୧୯୪୧ ମସିହାରୁ ଚାଲିଆସିଥିବା ଏହି ପରମ୍ପରା ଚଳିତ ବର୍ଷ ୮୬ତମ ଗଣେଶ ପୂଜୋତ୍ସବରେ ପହଞ୍ଚିଛି। ୫ ଦିନ ଧରି ଅଭିଷେକ, ପୂଜାର୍ଚ୍ଚନା, ସନ୍ଧ୍ୟା ଆଳତୀ ଓ ବିଭିନ୍ନ ପ୍ରସାଦ ବଣ୍ଟନ କରାଯାଉଛି। ଭକ୍ତଙ୍କ ସୁଗମ ଦର୍ଶନ ପାଇଁ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
The historic ‘Bada Ganesh’ Puja at Dharmashala in Bargarh is being celebrated with great devotion and enthusiasm. The tradition, which began in 1941, marks its 86th Ganesh Puja festival this year. The five-day celebration includes ritual worship, Abhishek, evening Aarti and distribution of various Prasad among devotees. Special arrangements have been made by the puja committee for devotees to have a smooth darshan of Lord Ganesha.