ବଳରାମଦେବ କ୍ଲବ୍ରେ ଭବ୍ୟ ନୂଆଖାଇ ଭେଟଘାଟ୍, ଯୋଗଦେଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ
Ganashakti Tv
0:00 / 0:00
ବଳରାମଦେବ କ୍ଲବ୍ରେ ଭବ୍ୟ ନୂଆଖାଇ ଭେଟଘାଟ୍, ଯୋଗଦେଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ
543 просмотра · 2 дн. назад
Ganashakti Tv
4,83 тыс. подписчиков
543 просмотра · 2 дн. назад
ବଳରାମଦେବ କ୍ଲବ୍ରେ ଭବ୍ୟ ନୂଆଖାଇ ଭେଟଘାଟ୍, ଯୋଗଦେଲେ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ
Grand Nuakhai Bhetghat at Balaramdev Club, MLA Ashwini Sarangi Attends
ବରଗଡ଼ ଖଜୁରଟିକ୍ରାସ୍ଥିତ ବଳରାମଦେବ କ୍ଲବ୍ରେ ୫୨ତମ ନୂଆଖାଇ ଭେଟଘାଟ୍ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡି. ମୁରଳୀ କ୍ରୀଷ୍ଣା, ଚନ୍ଦ୍ରଶେଖର ବାଗ ଓ ରୀନା ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭାପତି ସରୋଜ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ସମ୍ବଲପୁରୀ ନୃତ୍ୟ ଓ ‘ସୁଧୁରି ଜରେ ଟୁରେ’ ନାଟକ ଦର୍ଶକଙ୍କୁ ଆକର୍ଷିତ କରିଥିଲା।
The 52nd Nuakhai Bhetghat was organised at Balaramdev Club in Khajurtikra, Bargarh. Bargarh MLA and District Planning Board Chairman Ashwini Kumar Sarangi attended as the chief guest. D. Murali Krishna, Chandrasekhar Bag and Reena Mahapatra joined as guests of honour. The programme was presided over by Saroj Sarangi and featured Sambalpuri dance and the Sambalpuri drama ‘Sudhuri Jare Ture’, creating a vibrant festive atmosphere.