KALBARI CHULE LIVE SINGING VIDEO || SINGER HUMAN SAGAR NUTAN RAJ | ODIA CHRISTIAN DEVOTIONAL SONG |
NUTAN RAJ MUSIC и PRERANA
0:00 / 0:00
KALBARI CHULE LIVE SINGING VIDEO || SINGER HUMAN SAGAR NUTAN RAJ | ODIA CHRISTIAN DEVOTIONAL SONG |
3 280 просмотров · 2 дня назад
NUTAN RAJ MUSIC и PRERANA
3 280 просмотров · 2 дня назад
AJIBI SUBHUCHI KAL BARI CHULE |
PUTTASING LIVE SINGING VISUAL || SINGER HUMAN SAGAR & NUTAN RAJ | ODIA CHRISTIAN DEVOTIONAL SONG
#ajibisubhuchikalbarichule
#humansagar
#nutanraj
****** SONG CREDIT ******
• Song title.....KARAHE SRABANA
• Singer .............NUTAN RAJ
• Song compose......PRASAD LIMA
• Lyrics.............. JEEBIT PANI
• Music arrangement.......BAPI SAMAL
ପ୍ରସଙ୍ଗ ଗୀତ
(Song based on 2nd Timothy 2:22)
କରହେ ଶ୍ରବଣ ହେ ଯୁବକଗଣ
ପାଇବ ଉଦ୍ଧାର ତୁମରି ଜୀବନ
ଆସିଅଛି ତୁମ ପାଇଁ ଏ ଶୁଭ ଦିନ 0
ସରଗ ତିଆଗି ଆସିଲେ ମୁକ୍ତି କାରଣ
ପ୍ରେମ ଭରା ତାଙ୍କରି ବାକ୍ୟ କର ଗ୍ରହଣ
ପ୍ରଭୁ ଯୀଶୁ ତ୍ରାଣ କରତା ସତ୍ୟ ଈଶ୍ୱର
ପରିତ୍ରାଣ ଲଭିବୁ ତୁହି ଦେଲେ ତୋ ମନ
ଯଉବନ ଅଭିଳାଷ ଏହି କ୍ଷଣ
ଛାଡି ଦେଇ କରହେ ପଳାୟନ 1
ଶୁଚି ବିବେକ ଯାହାର ଆତ୍ମା ଓ ମନ
ତାହାଙ୍କ ସହିତ ଯୁବକ କର ଗମନ
ପ୍ରେମ ବିଶ୍ୱାସ ଶାନ୍ତିରେ ବିତୁ ଜୀବନ
ଶୁଚି ହୃଦୟରେ ଯୀଶୁଙ୍କ ନିଅ ଶରଣ
ଧନ୍ୟ ହେବ ତୋ ଜୀବନ ହେ ଯୁବାଗଣ
ଯୀଶୁ ପାଶେ ରଖ ସଦା ତୋ ମନ 2
Thank you from the bottom of my heart for listening to this song. 🙏🏾❤️ Your love and support mean a lot to me and my family. Please always remember me and my family in your prayers. May God bless you, protect you, and fill your life with His love, peace, and grace. 🙏🏾❤️✝️