କୋରାପୁଟର ଏକ ସୁନ୍ଦର ଗାଁ ତଳ ମିଟିଂ। Beautiful Village in Koraput Odisha। Odia Village Vlog। Laxmipur।
KMNR Village Life
0:00 / 0:00
କୋରାପୁଟର ଏକ ସୁନ୍ଦର ଗାଁ ତଳ ମିଟିଂ। Beautiful Village in Koraput Odisha। Odia Village Vlog। Laxmipur।
4 856 просмотров · 1 мес. назад
KMNR Village Life
3,53 тыс. подписчиков
4 856 просмотров · 1 мес. назад
ନମସ୍କାର ବନ୍ଧୁମାନେ 🙏
ଆଜିର ଏହି ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ କୋରାପୁଟର ଏକ ସୁନ୍ଦର ଓ ଶାନ୍ତ ଗାଁର ପରିବେଶ। 🌿⛰️🏡 ପାହାଡ଼,ସବୁଜ ପ୍ରକୃତି, ଗାଁର ସୁନ୍ଦର ରାସ୍ତା ଓ ସରଳ ଗ୍ରାମୀଣ ଜୀବନ।
ଏହି ଭିଡ଼ିଓ ମାଧ୍ୟମରେ କୋରାପୁଟ ଜିଲ୍ଲାର ଲକ୍ଷ୍ମପୁର ବ୍ଲକ ଅନ୍ତର୍ଗତ ଗୌଡ଼ ଗୁଡା ପଞ୍ଚାୟତର ତଳ ମିଟିଂ ଗାଁର ଗ୍ରାମୀଣ ଜୀବନ ଓ ପ୍ରକୃତିର ସୁନ୍ଦରତା କୁନିକଟରୁ ଦେଖି ପାରିବେ।
ଭିଡ଼ିଓ ଟି ଭଲ ଲାଗିଲେ ଲୋକେ👍। Share 🤳।Comment 💬 କରିବା ସହିତ ଚ୍ୟାନେଲ କୁ Subscribe 🔔କରନ୍ତୁ।
ଧନ୍ୟବାଦ 🙏♥️
#Koraput
#Odisha
#Odia Vlog
#koraput Tribal Village
#Odisha Village
#Village Vlog
#Village Life
#Odisha Tourism
#Rural Life
#Koraput Odisha
KMNR Village Life
#koraput
#odisha
#odiavlog
#koraputtribalvillage
#odishavillage
#villagevlog
#villagelife
#odishatourism
#rurallife
#koraputodisha
#kmnrvillagelife