ନେତା-ଅଭିନେତା ଭାରି ଖୁସି ଖୋଲିବ କଳିଙ୍ଗ ଷ୍ଟୁଡିଓ | Odisha Reporter
Odisha Reporter
0:00 / 0:00
ନେତା-ଅଭିନେତା ଭାରି ଖୁସି ଖୋଲିବ କଳିଙ୍ଗ ଷ୍ଟୁଡିଓ | Odisha Reporter
6 068 просмотров · 22 часа назад
Odisha Reporter
2,98 млн подписчиков
6 068 просмотров · 22 часа назад
ନେତା-ଅଭିନେତା ଭାରି ଖୁସି ଖୋଲିବ କଳିଙ୍ଗ ଷ୍ଟୁଡିଓ | Odisha Reporter
ଲାଇଟ୍,କ୍ୟାମେରା,ଆକସନ୍ ..ଆସନ୍ତା କାଲିଠାରୁ କଳିଙ୍ଗ ଷ୍ଟୁଡିଓରୁ ଶୁଣିବାକୁ ମିଳିବ ଏମିତି କିଛି ଡାଇରେକସନ୍ । ପୁଣି ବାଜିବ ଗୀତ.. ତାଳେ ତାଳେ ନାଚିବେ ଅଭିନେତା ଓ ଅଭିନେତ୍ରୀ .. ରୋମାନ୍ସ , ଡାଇଲଗ୍, ଇମୋସନ୍ ସବୁ ପ୍ରକାର ଡ୍ରାମାରେ ଚଳ ଚଞ୍ଚଳ ହୋଇଉଠିବ ଓଡିଶାର ଏହି ଏକମାତ୍ର ଫିଲ୍ମ ଷ୍ଟୁଡିଓ । ପ୍ରାୟ 26 ବର୍ଷ ପରେ ନୂଆ ରୂପରେ ଖୋଲିବାକୁ ଯାଉଛି ବହୁ ପ୍ରତିକ୍ଷିତ କଳିଙ୍ଗ ଷ୍ଟୁଡିଓ ।
#odishareporter #odisha #ajirakhabar #ajiranews #trending #todaynews #khabar #bhubaneswar #studio #minister #cm #specialpackage #specialstory #film #films #star
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter