ସୁଜାତାଙ୍କ ପ୍ରଶ୍ନ ଉତ୍ତର, BJP କୁ ଦେବାକୁ ପଡ଼ିବ ! BJP must address the issues raised by Sujata Rout
Pratidin TV
0:00 / 0:00
ସୁଜାତାଙ୍କ ପ୍ରଶ୍ନ ଉତ୍ତର, BJP କୁ ଦେବାକୁ ପଡ଼ିବ ! BJP must address the issues raised by Sujata Rout
9 448 просмотров · 11 часов назад
Pratidin TV
1,77 млн подписчиков
9 448 просмотров · 11 часов назад
ସୁଜାତାଙ୍କ ପ୍ରଶ୍ନ ଉତ୍ତର, BJP କୁ ଦେବାକୁ ପଡ଼ିବ ! MMDR ଆଇନ ସଂଶୋଧନକୁ ନେଇ ବିଜେଡି ନେତ୍ରୀ ସୁଜାତା ରାଉତ ପଚାରିଥିବା ପ୍ରଶ୍ନର ସିଧାସଳଖ ଉତ୍ତର ବିଜେପି ଦେବା ଉଚିତ ବୋଲି ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ବିଶ୍ଳେଷକ କେଦାର ମିଶ୍ର କହିଛନ୍ତି। ପ୍ରସଙ୍ଗକୁ ଏପଟ ସେପଟ ନକରି ଓଡ଼ିଶାର ସାମ୍ବିଧାନିକ ଟ୍ୟାକ୍ସ ଅଧିକାର ଏବଂ ହଜାର ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତିକୁ ନେଇ ବିଜେପି ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ। ରାଜ୍ୟର ସ୍ୱାର୍ଥ ଆଗରେ କର୍ପୋରେଟ୍ ମାଇନିଂ କମ୍ପାନୀଙ୍କ ଲାଭ ବଡ଼ ନୁହେଁ। ଓଡ଼ିଶାରୁ ନିର୍ବାଚିତ ବିଜେପି ସାଂସଦମାନେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ସଂସଦରେ ସ୍ୱର ଉତ୍ତୋଳନ କରନ୍ତୁ! BJP must address the issues raised by BJD leader Sujata Rout
#MMDRRow #OdishaMiningRevenue #SujataRout #KedarMishra #BJDOdisha
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha