କୋଷ୍ଠକାଠିନ୍ୟ ସମସ୍ୟା - କେମିତି ପାଇବେ ମୁକ୍ତି? | Dr Sushant Kumar Sethi on Constipation in Odia
Swasthya Plus Odia
0:00 / 0:00
କୋଷ୍ଠକାଠିନ୍ୟ ସମସ୍ୟା - କେମିତି ପାଇବେ ମୁକ୍ତି? | Dr Sushant Kumar Sethi on Constipation in Odia
122 653 просмотра · 5 лет назад
Swasthya Plus Odia
805 тыс. подписчиков
122 653 просмотра · 5 лет назад
#Constipation #OdiaHealthTips #DoctorAdvice
କୋଷ୍ଠକାଠିନ୍ୟ ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ଅଧିକାଂଶ ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି। ଯଦି ସପ୍ତାହ ଯାଏଁ ଆପଣଙ୍କ ଝାଡ଼ା ହେଉନି କିମ୍ବା ଝାଡ଼ାରେ ରକ୍ତ ପଡ଼ୁଛି ତେବେ ଏହା ଚିନ୍ତାର ବିଷୟ ହୋଇପାରେ। ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ସେଠୀଙ୍କଠାରୁ କୋଷ୍ଠକାଠିନ୍ୟ ସମସ୍ୟାର କାରଣ ଓ ନିରାକରଣ ବିଷୟରେ ଜାଣନ୍ତୁ।
ଏହି ଭିଡିଓରେ ରହିଛି,
କୋଷ୍ଠକାଠିନ୍ୟ ସମସ୍ୟା କ’ଣ? (0:00)
କୋଷ୍ଠକାଠିନ୍ୟ କାହାକୁ ହୋଇପାରେ? (0:49)
କୋଷ୍ଠକାଠିନ୍ୟ ହେବାର କାରଣ କ’ଣ? (1:35)
କୋଷ୍ଠକାଠିନ୍ୟ ସମସ୍ୟାର ଲକ୍ଷଣ (3:04)
କୋଷ୍ଠକାଠିନ୍ୟର ପରୀକ୍ଷଣ (3:49)
କୋଷ୍ଠକାଠିନ୍ୟର ଚିକିତ୍ସା କେମିତି ହୁଏ? (4:26)
କୋଷ୍ଠକାଠିନ୍ୟ ଲାଗି ରହିଲେ କ’ଣ ଅସୁବିଧା ହେବ? (5:46)
କିଡନି ଉପରେ କୋଷ୍ଠକାଠିନ୍ୟର ପ୍ରଭାବ? (6:37)
ଖାଦ୍ୟପେୟ ଠିକ୍ ରଖନ୍ତୁ (7:32)
କେମିତି ରୋକିବେ କୋଷ୍ଠକାଠିନ୍ୟ? (8:31)
Constipation is a common problem occurring in many people. This can be serious if you have not passed stool for a week or have bleeding. Let us know about the causes and prevention of constipation from Dr Sushant Kumar Sethi, a Gastroenterologist.
In this video,
What is constipation? (0:00)
Who can have constipation? (0:49)
Causes of constipation (1:35)
Symptoms of constipation (3:04)
Diagnosis of constipation (3:49)
Treatment of constipation (4:26)
What would be the problem if constipation persists? (5:46)
The effect of constipation on the kidneys (6:37)
Healthy diet necessary (7:32)
How to prevent constipation? (8:31)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@odicast.com
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!