Перейти к содержимому

ମୋ ନିଃଶ୍ୱାସେ ll MO NISWASE ll SALEM LIMA ll STUDIO VERSION ll NEW CHRISTIAN SONG II PN MUSIC ll

Prafulla Nayak и ещё 5

0:00 / 0:00

ମୋ ନିଃଶ୍ୱାସେ ll MO NISWASE ll SALEM LIMA ll STUDIO VERSION ll NEW CHRISTIAN SONG II PN MUSIC ll

7 706 просмотров · 1 день назад
Prafulla Nayak и ещё 5
7 706 просмотров · 1 день назад
ମୁଁ ଆପଣ ମାନଙ୍କର ଭାଇ ପ୍ରଫୁଲ ନାୟକ। ସମସ୍ତ ଶ୍ରୋତା ମଣ୍ଡଳୀକୁ Prafulla Nayak youtube channel ତରଫରୁ ଖ୍ରୀଷ୍ଟୀୟ ନମସ୍କାର Praise The Lord. ।, ପ୍ରଭୁଙ୍କ ଗୌରବ ନିମନ୍ତେ ଆମେ ଆଉ ଏକ ଖ୍ରୀଷ୍ଟିୟ ଗୀତ ନେଇ ଆସିଛୁ , ମୋ ନିଃଶ୍ୱାସେ,, MO NISWASE,,II ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରେମର ମହାସାଗର ଅଟନ୍ତି I ଅତୁଳନୀୟ ତାଙ୍କ ପ୍ରେମ I ଯେକି ଆମ୍ଭ ମାନଙ୍କୁ ଏତେ ପ୍ରେମ କଲେ ଯେ ସେ ଶେଷ କୁ ନିଜର ବହୁମୂଲ୍ୟ ଜୀବନ ଦେଲେ ସେ ଆମ ଜୀବନ ପାଇଁ ସବୁକିଛି lଏହା ଆଜିର ଖ୍ରୀଷ୍ଟୀୟ ମଣ୍ଡଳୀ ବୁଝିବା ଉଚିତ। କାରଣ ସେ ଶତ୍ରୁ ପାଇଁ ମଧ୍ୟ ଆପଣା ଜୀବନ ଦେଲେ ।ତାଙ୍କରି ଗୌରବ କରିବା ଉଚିତ I ଏହି ଅବସରରେ ଖ୍ରୀଷ୍ଟୀୟ ଜୀବନ ପାଇଁ ଗୀତ ଟି ଆଶୀର୍ବାଦ ର ବିଷୟ ନିଶ୍ଚୟ ହେବ। ଏଣୁ ଏହି ନୂଆ ମନଛୁଆଁ ଓ ହୃଦୟସ୍ପର " MO NISWASE"(STUDIO VERSION) ଗୀତ କୁ ଶୁଣନ୍ତୁ ଓ ଆଶୀର୍ବାଦ ର ସହଭାଗୀ ହୁଅନ୍ତୁ । ଆଶା ରଖୁଛୁ ଏହି ନୂଆ ମନଛୁଆଁ ଗୀତଟି ନିଶ୍ଚୟ ଆପଣ ମାନଙ୍କ ମନ ପରିବର୍ତ୍ତନ ନିମନ୍ତେ ଓ ବାସ୍ତବ ପ୍ରେମକୁ ବୁଝିବା ନିମନ୍ତେ ସହାୟକ ହେବ। ଗୀତଟି ଯେପରି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆମର ପରିଶ୍ରମ ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଧନ୍ୟବାଦ। Praise The Lord. ------------------------------------------------------------------ SONG CREDITS : Song : MO NISWASE (STUDIO VERSION) Singer & Music: SALEM LIMA Lyrics : SALEM LIMA Programming & Arrengement : BAPI SAMAL Camera & Edit : SOBHAN LOHORA Poster Design : SOBHAN LOHORA *Producer : SIS ARATI RANI *Specoal Thnks : Sis Sulakhyani Lima WhatsApp,Contact :9348779154 _________________________________________ !!* ANTI-PIRACY WARNING *!! This content is copyright to Prafulla Nayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented _________________________________________ #HUMAN SAGAR #ananyanandachristiansongs #humansagarchristiansongs #premaramula #premaramulachristiansong #odiadevotionalsongs #odiaworshipsongs #pnmusic #prafullanayakmusic #prafullanayak #salemlima #bapisamal #subhamsamal #prativastudio ________________________________________