ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଘର , ଧାରଣାରେ ମହିଳା l Awas Yojana triggered protest in Sambalpur
Pratidin TV
0:00 / 0:00
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଘର , ଧାରଣାରେ ମହିଳା l Awas Yojana triggered protest in Sambalpur
2 890 просмотров · 1 день назад
Pratidin TV
1,76 млн подписчиков
2 890 просмотров · 1 день назад
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଘର , ଧାରଣାରେ ୩ ଶହରୁ ଉର୍ଦ୍ଧ ମହିଳା l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଥାଇ ମଧ୍ୟ ଘର ମିଳୁନଥିବା ଅଭିଯୋଗ l ଯୋଜନାରୁ ନାଁ ବାଦ ଦିଆଯାଇଥିବା ଅଭିଯୋଗ କରି ତାତିଲେ 300 ରୁ ଊର୍ଦ୍ଧ୍ୱ ହିତାଧିକାରୀ l ସମ୍ବଲପୁର ଧନକଉଡ଼ା ବ୍ଲକ୍ ଅନ୍ତର୍ଗତ କୀଲାସମା ପଞ୍ଚାୟତର 9 ଟି ଗାଁର ହିତାଧିକାରୀ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି l ପଞ୍ଚାୟତ ଉପରେ ଆଉ ଭରସା ନଥିବା କହିବା ସହ ବ୍ଲକ୍ ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରୁ ବୋଲି ଦାବି କରିଛନ୍ତି ହିତାଧିକାରୀ l କୀଲାସମା ପଞ୍ଚାୟତର 9 ଟି ଗାଁରୁ ଏକାଠି ହୋଇଥିଲେ 300 ରୁ ଊର୍ଦ୍ଧ୍ୱ ହିତାଧିକାରୀ l ହିତାଧିକାରୀ ମାନଙ୍କ ଅଭିଯୋଗ ଅନୁଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଥିବା ସତ୍ତ୍ୱେ ସେମାନଙ୍କୁ ଯୋଜନାରୁ ବାଦ ଦିଆଯାଉଛି ମିଳିପାରୁନାହିଁ ଘର l Awas Yojana triggered protest in Sambalpur
#AwasYojanaProtest #SambalpurProtest #OdishaNews #PMAYCorruption #Sambalpur
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha