KIE SE KRUSARE.. // Human sagar new song // Christian Song // HUMAN Sagar odia sad song mp3
AARIANA MUSIC
0:00 / 0:00
KIE SE KRUSARE.. // Human sagar new song // Christian Song // HUMAN Sagar odia sad song mp3
39 265 просмотров · 1 год назад
AARIANA MUSIC
2,88 тыс. подписчиков
39 265 просмотров · 1 год назад
କିଏ ସେ, କିଏ ସେ…
କ୍ରୁଶରେ ଝୁଲୁଛି ଯାହାର
ମସ୍ତକୁ, ଝରେ ରୁଧିର,
ଝରେ ରୁଧିର... ll
ଯନ୍ତ୍ରଣା ଶରୀରେ, ନାହିଁ ଉତ୍ତର
ଲୋଡ଼େନା ସେ ଦୟା, ଆଉ କାହାର
ନିର୍ଦ୍ଦୋଷେ କାହିଁକି, ସହେ ପ୍ରହାର ?
ରହିଛି କି ତହିଁ, ସ୍ୱାର୍ଥ ତାହାର !
ସେହି କ୍ରୁଶରେ,
ଯିଏ ଫେରିବ
ନିଶ୍ଚେ ଜାଣି ତ,
ସିଏ ପାରିବ
କିଏ ସେ, କିଏ ସେ… ll
ପର୍ବତ ଭୂଇଁ ବି, ହୁଏ କମ୍ପିତ
ସତରେ ଏହି କି, ଈଶ୍ୱର ସୁତ ?
ନ ଥିଲା ଦେଖି ଯେ, କେବେ ଜଗତ
ତିନି ଦିନେ ମୃତ୍ୟୁରୁ, ନିଜେ ଜୀବିତ
ଦେଖି ଜଗତ,
ଅଛି ନିରବ
ଭାବେ କେମିତି,
ଏହା ସମ୍ଭବ
କିଏ ସେ, କିଏ ସେ… ll
=============================
ଗୀତ: ଅମରେଶ କୁମାର ହନୁମାନ
ସଙ୍ଗୀତ: ପୁରାତନ ଜେନା
କଣ୍ଠ: ହ୍ୟୁମାନ୍ ସାଗର
=============================
All rights reserve to @AaarianaMusic
Singer: Humane Sagar
Music: Puratan Jena
Lyrics: Amaresh Kumar Hanuman
DOP: Hrudananda Behera
#goodfriday
#humansagar
#humanesagar
#studioversion
#kiese
#christiansongs