ABUJHAA MANISA FULL VIDEO//ଅବୁଝା ମଣିଷ//NEW HUMAN SAGAR FULL VIDEO
JYOTIRMAYA OFFICIAL MUSIC PRESENTS
0:00 / 0:00
ABUJHAA MANISA FULL VIDEO//ଅବୁଝା ମଣିଷ//NEW HUMAN SAGAR FULL VIDEO
50 966 просмотров · 1 г. назад
JYOTIRMAYA OFFICIAL MUSIC PRESENTS
32,7 тыс. подписчиков
50 966 просмотров · 1 г. назад
ABUJAA MANISA FULL VIDEO//ଅବୁଝା ମଣିଷ//NEW HUMAN SAGAR FULL VIDEO
ପ୍ରଭୁ ଯୀଶୁଙ୍କ ଗୌରବ ହେଉ Jyotirmaya Official YouTube Channel ତତଫରୁ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସ ବିଶ୍ଵାସୀନି ମାନଙ୍କ ନିମନ୍ତେ ଗୀତ ପ୍ରସ୍ତୁତ କରିଅଛୁ l ଗୀତର ଶିର୍ଷକ ହେଉଛି "ଅବୁଝା ମଣିଷ" ଗୀତଟି ଅନୁତାପ ଉପରେ ଆଧାରିତ ହୋଇଅଛି l ଯେଉଁ ଗୀତକୁ ଗାଇଛନ୍ତି ଓଡ଼ିଶାର ଲୋକ ପ୍ରିୟ ଗାୟକ "HUMAN SAGAR" ପୁଣି ଗୀତକୁ ଲେଖିଛନ୍ତି ସୁନ୍ଧର ଭାବରେ"SUDHANT BARDHAN" ଏବଂ ସଙ୍ଗୀତରେ ସଜେଇଛନ୍ତି ଆମାର ଅତି ପ୍ରିୟ ଭାଈ "PRIYODAS MALI"ଆଶାକରୁଛୁ ଗୀତଟି ଆପଣ ମାନଙ୍କୁ ବହୁତ ଭଲ ଲାଗିବ l
#abujhamanisa
#ଅବୁଝାମଣିଷ
#latesthumansagarchristianvideo
#newhumansagarvideo
#jesussong
#odiachristianvideo
#odianewchristiansong
#humansagar
#humansagarsong
#dancehumansagarvideo
#dancesong
#bestvewssong
#sudantlyricssong
#sudantfastlyricssong
#salemlimasuportlyricssong
#priyadarsipramanimusicarrangementsong
#hilightchristiansong
#papularhumansagarsong
#humansagarjukeboxsong
#odiachristianhumansagarjukeboxsong
#odiahumansagarjukeboxsong
#backtojesussong
#cathalicsong
#sacrificehumansagarsong
#humansagarbestveiwssong
#jyotirmayachannelproducesong
#manatapradhanproducesong
#humansagarbestsong
#sashanksekharsong
#diptirekhasong
#asimapandasingingsong
#ananyasritamnadasong
#amitpanisong
#humansagarfavouritesong
#humansagartopveiwssong
#humansagarchristianvideo
#priyadasmalimusicarrangemaentsong
#bapisamal
#newhumansagarchristianvideo2025
#humansagargospelsong
LYRICS 👇
ଅବୁଝା ମଣିଷ କେବେ ତୁ ବୁଝିବୁ
ପାପର ମାୟାରୁ କେବେ ତୁ ଫେରିବୁ
ହୋ....... ହୋ...... ହୋ.......
ଅବୁଝା ମଣିଷ କେବେ ତୁ ବୁଝିବୁ
ପାପର ମାୟାରୁ କେବେ ତୁ ଫେରିବୁ
ଯୀଶୁଙ୍କ ପ୍ରେମକୁ କେବେ ତୁ ବୁଝିବୁ
ଅବୁଝା ମନକୁ କେବେ ସମର୍ପିବୁ
ବୁଝିଯା ବୁଝିଯା ଯୀଶୁଙ୍କ ପ୍ରେମକୁ
ଫେରିଆ ଫେରିଆ ଯୀଶୁଙ୍କ ପାଖକୁ
୧
ପାପକୁ ଅନ୍ତରେ କେତେ ସ୍ଥାନ ଦେବୁ
ଯୀଶୁଙ୍କ ମନ କୁ କେତେ କଷ୍ଟ ଦବୁ
ପାପ ରଙ୍ଗ ରସ ଯେବେ ନ ଛାଡ଼ିବୁ
ଅନନ୍ତ ନରକ( ଯନ୍ତ୍ରଣା ଭୋଗିବୁ -୨)
ମୃତ୍ୟୁ ର ଶବଦ ଯେବେତୁ ଶୁଣିବୁ
ନିଜ ରକ୍ଷା ପାଇଁ କେଉଁଟି ଲୁଚିବୁ
ଯୀଶୁଙ୍କ ପ୍ରେମକୁ କେବେ ତୁ ବୁଝିବୁ
ଅବୁଝା ମନକୁ କେବେ ସମର୍ପିବୁ
ବୁଝିଯା ବୁଝିଯା ଯୀଶୁଙ୍କ ପ୍ରେମକୁ
ଫେରିଆ ଫେରିଆ ଯୀଶୁଙ୍କ ପାଖକୁ
୨
ଏବେ ହିଁ ସମୟ ଫେରି ଆସିବାକୁ
ସୁଯୋଗ ହାରିଲେ ମୁକ୍ତି ହରାଇବୁ
ହାଏ...ଯୀଶୁଙ୍କ ବାକ୍ୟକୁ ଯଦି ତୁ ମାନିବୁ
ପରିତ୍ରାଣ ପାଇ( ସ୍ବର୍ଗରାଜ୍ୟ ଯିବୁ -୨)
ଅନୁଗ୍ରହ ଅଛି ମୁକ୍ତି ପାଇବାକୁ
ଫେରିବୁ ଯେବେ ତୁ ଶାନ୍ତି ଲଭିଯିବୁ
ଯୀଶୁଙ୍କ ପ୍ରେମକୁ କେବେ ତୁ ବୁଝିବୁ
ଅବୁଝା ମନକୁ କେବେ ସମର୍ପିବୁ
ବୁଝିଯା ବୁଝିଯା ଯୀଶୁଙ୍କ ପ୍ରେମକୁ
ଫେରିଆ ଫେରିଆ ଯୀଶୁଙ୍କ ପାଖକୁ
SONG CREDITS:👇
Channel -JYOTIRMAYA OFFICIAL MUSIC PRESENTS
🖼️Title- ଅବୁଝା ମଣିଷ
🎙️Singer - Human Sagar
📝Lyrics -Sudhant Baradhan
🎵Music Arrangement - Priyodas Mali
🎬Producer - Manata Pradhan
💻Edit&Dob-Ambram Ganta
🖥️Recod-MRR Studio Cuttack 🎵Recodist-Hari bhai
🎚️Mixing and Mastering -Swaktiswar Mahapatra
💽 Thumbnail -Anand Bhai
👍Spacial Thanks -Salem Lima
Copyright Disclaimer: - Under section 107 of the copyright Act 1976, allowance is mad for FAIR USE for purpose such a as criticism, comment, news reporting, teaching, scholarship and research. Fair use is a use permitted by copyright statues that might otherwise be infringing. Non- Profit, educational or personal use tips the balance in favor of FAIR USE.
!!* ANTI-PIRACY WARNING *!!
This content is copyright to Jyotirmaya official Music presents.Any unauthorised Reproduction redistribution, re-upload (audio or video) is strictly prohibited of this material.Legal action will be taken against those who violate this copyright meterial Presented.