Перейти к содержимому

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନ ଓ ସୃଜନ | ବିଶେଷ ସେମିନାର | Matru Academy ugc net paid batch Seminar

Matru Academy

0:00 / 0:00

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନ ଓ ସୃଜନ | ବିଶେଷ ସେମିନାର | Matru Academy ugc net paid batch Seminar

3 425 просмотров · 1 мес. назад
Matru Academy
43,1 тыс. подписчиков
3 425 просмотров · 1 мес. назад
ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନ, ସାହିତ୍ୟ ଓ ସୃଜନଶୀଳତାକୁ ନେଇ Matru Academy ପକ୍ଷରୁ ଆୟୋଜିତ ଏହି ବିଶେଷ ସେମିନାରରେ ବିଭିନ୍ନ ଗବେଷଣାମୂଳକ ପ୍ରବନ୍ଧ ଉପସ୍ଥାପିତ ହୋଇଛି। ବିଭିନ୍ନ ପ୍ରବନ୍ଧରେ ଗୋଦାବରୀଶ ମିଶ୍ରଙ୍କ ଗଳ୍ପ, କବିତା, ଆତ୍ମଜୀବନୀ ଓ ସାମାଜିକ ଚେତନାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି। ସେମିନାରରେ ଉପସ୍ଥାପିତ ପ୍ରମୁଖ ବିଷୟ: • ଗୋଦାବରୀଶଙ୍କ ଗଳ୍ପରେ ସାମାଜିକ ସମସ୍ୟା • ଗଳ୍ପରେ ସାମାଜିକ ଚିତ୍ର • ‘କାଳିଜାଇ’ କବିତାରେ କାରୁଣ୍ୟ ଓ ଲୋକବିଶ୍ୱାସ • ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା—ତହିଁରେ ମୋ ସ୍ଥାନ’ • ଗୋଦାବରୀଶଙ୍କ ଗାଥା କବିତା • ‘ପାଣୁମିଶ୍ର’ ଓ ‘ପରଦାସିନ’ରେ ସାମାଜିକ ସଂସ୍କାର ଚେତନା ସଭାପତି: ଡ. ଶୁଭଶ୍ରୀ ସମ୍ପଦା ଏହି ସେମିନାରଟି ଓଡ଼ିଆ ସାହିତ୍ୟର ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷକ ଏବଂ ଓଡ଼ିଆ ସାହିତ୍ୟପ୍ରେମୀଙ୍କ ପାଇଁ ଉପଯୋଗୀ। Matru Academy — ଓଡ଼ିଆ ଭାଷା, ସାହିତ୍ୟ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଏକ ଶିକ୍ଷାମୂଳକ ପ୍ଲାଟଫର୍ମ। OPSC/UPSC Odia Optional || Dr Subhashree Sampada || Matru Academy|| Odisha || Sahitya|| IAS EXAM || OAS EXAM || Odia NET|| NTA UGC NET || JRF Exam | Crack National Eligibility Test|| 🔴 Subscribe for more free lessons: https://www.youtube.com/c/MatruAcadem... https://whatsapp.com/channel/0029VaxN... Subscribe to Telegram channel https://t.me/matruacademy Telegram Group https://t.me/joinchat/O1oDy9oXBPI4MDY1 Share this video with a YouTuber friend ✅ For inquiries contact me at matruacademy.edu@gmail.com ✅ Let's connect: 8763232327, ( whats app phone number) Facebook official page :  / maatruacademy   Facebook official page group:   / 424273335395560   ଯଦି ଆପଣ କୌଣସି ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ପରୀକ୍ଷାନିମନ୍ତେ ପ୍ରସ୍ତୁତ ହେଉଛନ୍ତି ତେବେ ମାତୃ ଏକାଡ଼େମୀ, ଓଡ଼ିଆ ବିଭାଗ ଆପଣଙ୍କ ସହ ରହିଛି । ଯୁକ୍ତ ତିନି , ଓଡ଼ିଆ ସମ୍ମାନ, ଓଡ଼ିଆ ସ୍ନାତକୋତ୍ତର,ସିଭିଲ ସର୍ଭିସ(ଓଡ଼ିଆ ମୁଖ୍ୟପତ୍ର ଓ ବାଧ୍ୟତାମୂଳକ ପତ୍ର ),ଓଡ଼ିଆ ନେଟ୍, ପି. ଜି ପ୍ରବେଶିକା,ଏମ. ଆଇ. ଏଲ ଓଡ଼ିଆ ଯୁକ୍ତ ଦୁଇ,ଏମ. ଆଇ.ଏଲ ଓଡ଼ିଆ (ବିଦ୍ୟାଳୟ ସ୍ଥରୀୟ ) ଇତ୍ୟାଦି ପରୀକ୍ଷାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ ଓ ନିମ୍ନସ୍ଥ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଆମସହ ଯୋଡ଼ି ହୁଅନ୍ତୁ । ଆମର ୱେବସାଇଟ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ । Website: https://matruacademy.com/ Common registration form of matru academy : https://forms.gle/GHCbgF2iPuusz2P26 ଆମର ୟୁ ଟ୍ୟୁବ ଚ୍ୟାନେଲ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ । https://www.youtube.com/c/MatruAcadem...