Перейти к содержимому

Bhajuthhha Re Mo Mana | ଭଜୁଥା ରେ ମୋମନ | New Odia Christian Song | Balia Lima | ‪@samuelhouse-h5r‬

SAMUEL HOUSE

0:00 / 0:00

Bhajuthhha Re Mo Mana | ଭଜୁଥା ରେ ମୋମନ | New Odia Christian Song | Balia Lima | ‪@samuelhouse-h5r‬

2 793 просмотра · 8 ч назад
SAMUEL HOUSE
3,16 тыс. подписчиков
2 793 просмотра · 8 ч назад
Bhajuthhha Re Mo Mana | ଭଜୁଥା ରେ ମୋମନ | New Odia Christian Song | Balia Lima | Gabriel Mallick @samuelhouse-h5r ‪@balialimaofficial‬ ‪@samuelhouse-h5r‬  ✝️✝️ମୁଁ ତୁମ୍ଭଠାରେ ଆନନ୍ଦ ଓ ଉଲ୍ଲାସ କରିବି; ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।✝️✝️ ( ଗୀତ: ୯.୨) Praise the lord.... 🙏 🙏 ସର୍ବ ପ୍ରଥମେ ମୋର ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ମଧୁର ✝️✝️ନାମରେ SAMUEL HOUSE CHANNEL ତରଫରୁ ଆନ୍ତରିକ ନମସ୍କାର 🙏🙏🙏 । ପ୍ରଭୁ ଯୀଶୁଙ୍କ ଗୌରବ ଉଦେଶ୍ଵରେ ନୂଆ ଏକ ସଙ୍ଗୀତ ପ୍ରସ୍ତୁତ କରାଯାଇଛି,ଯାହାକୁ ଆମୋ ସମସ୍ତଙ୍କର ସୁପରିଚିତ ଭାଇ 🎙️ Balia Lima ଅତିସୁନ୍ଦର ଭାବରେ ସ୍ୱର ଦେଇଛନ୍ତି , ଗୀତଟି ବହୁତ ଭଲ ହେଇଚି ଆଶା କରୁଛୁ ଆପଣଙ୍କୁ ଏହି ଗୀତ ଟି ମନକୁ ଛୁଇଁବ | ଯଦି ଆପଣମାନଙ୍କୁ ଗୀତଟି ଭାଲଗଲେ ଦୟାକରି like 👍 କରିବାକୁ ଜମା ଭୁଲିବେ ନାହିଁ , ଆପଣମାନଙ୍କର ପ୍ରାର୍ଥନା ଆଉ ଆଶୀର୍ବାଦ କାମନା କରୁ । Channel କୁ share & subscribe କରି ଆମୋ ପାଇଁ ପ୍ରାର୍ଥନା କରନ୍ତୁ ଏବଂ କୌଣସି ତ୍ରୁଟି ଥିଲେ commet ମାଧ୍ୟମରେ ଜଣାନ୍ତୁ ଯୋଉଥିଥରେ ଆମେ ନୂଆ ବିଷୟମାନ ଶିଖିବା ସହିତ ପ୍ରଭୁଙ୍କ ଗୌରବ କରି ଆଗକୁ ବଢ଼ି ପାରିବା  । 🎵 SONG CREDIT --✝️ 🎵Song - ଭଜୁଥା ରେ ମୋ ମନ 🎙️Singer - Balia Lima 🎼✍️Lyrics & Compose - Gabriel Mallick (8895899332) 🎹Arrangement - Bapi Samal *🎬 Producer -Samuel Sukamajhi 🎥Rec & Mix - Yas Studio,Cuttack 📹Editing - DOP -DREAMS PHOTOGRAPHY 📹Thumbnail - Parsuram Sagaria 🫂👏Special Thanks to - Parikhita Das & Simon Sukamajhi 🎼 Lyrics 📖 ହୋ...... ହୋ.....              ହୋ......ହୋ ଯୀଶୁ ନାମ ....ଏ ଯୀଶୁ ନାମ ....ପ୍ରିୟ ନାମ                ଭାଜୁଥାରେ ମୋ ମନ ......(2times )                     ଯୀଶୁ ନାମ ପ୍ରିୟ ନାମ ...                         ଭଜୁଥାରେ ମୋ ମନ .. ..(2times )                ସିଏ ଏକା ତୋର ଶାନ୍ତି                    ସିଏ ଏକା ତୋର ମୁକ୍ତି                        ସିଏ ଏକା ତୋ ଜୀବନ.....          ଭାଜୁଥା ରେ ମୋ ମନ (4times)                 ଯୀଶୁ ନାମ ପ୍ରିୟ ନାମ                           ଭଜୁଥା ରେ ମୋ ମନ (4times) ଏ ସାରା ସଂସାରେ  ଖୋଜି ବୁଲିଲେବି .....01                ପାଇବୁନି ତାଙ୍କ ସମ     ସେଯେ ଦୟାମୟ ସେଯେ କ୍ଷମାମୟ                 ତାଙ୍କ ପ୍ରେମ ଅନୁପମ     ହୋ.... ଆକାଶରୁ ଉଚ୍ଛ ସାଗରୁ ଗଭୀର               ତାଙ୍କରି ଅମିୟ ... ପ୍ରେମେ    ଯେ ଥରେ ଚାଲିଛି ସେ ନିଜେ ଜାଣିଛି             ଶେଯେ କେଡ଼େ ମିଷ୍ଠୋ ତମ      ସିଏ ଏକା ତୋର ଶାନ୍ତି .....          ସିଏ ଏକା ତୋର ମୁକ୍ତି               ସିଏ ଏକା ତୋ ଜୀବନ.....          ଭାଜୁଥା ରେ ମୋ ମନ (4times)              ଯୀଶୁ ନାମ ପ୍ରିୟ ନାମ                    ଭଜୁଥା ରେ ମୋ ମନ (4times) ତାଙ୍କବିନା ଆଉ କେହି ନାହିଁ ତତେ ........02                ଦେବା ପାଇଁ ପରିତ୍ରାଣ       ଅସୀମ ଆନନ୍ଦ ଭରିଦେବେ ହୃଦେ               ଦେଲେ ତାଙ୍କୁ ତୋ ଜୀବନ       ହୋ....ଅନାଦି ଅନନ୍ତ ସଦା ସେ ଜୀବିତ               ଭୋଜିଲେ ତାଙ୍କରି......ନାମ      ଲଭିବୁ ଜୀବନେ ନିଶ୍ଚେ ତର ଦିନେ                ଅନନ୍ତ ସ୍ୱର୍ଗୀୟ ଧନ         ସିଏ ଏକା ତୋର ଶାନ୍ତି .....             ସିଏ ଏକା ତୋର ମୁକ୍ତି       ସିଏ ଏକା ତୋ ଜୀବନ.....            ଭଜୁଥା ରେ ମୋ ମନ (4times)               ଯୀଶୁ ନାମ ପ୍ରିୟ ନାମ           ଭଜୁଥା ରେ ମୋ ମନ (4times)                              ( T H E   E N D ) #bhajuthharemomana #newodiachristiansong #balialima #samuelhouse #gabriel #gabrielmallick #odiachristiansong #odiadevotionalsong #odiachristiansongs #jisunaama #christiansongs #christiansongsodia #polularchristiansong #balialimanewsong #balialimanewchristiansong #samuelhousesong #newodiachristiansong2026 #OdiaChristianSong #OdiaChristianMusic #OdiaWorship #OdiaGospelSong #OdiaChristian #ChristianMusic #GospelMusic #JesusSongs #PraiseAndWorship #WorshipMusic #JesusLovesYou #PraiseTheLord #HolySpirit #ChristianReels #WorshipReels #OdiaReels #OdiaSong #NewOdiaSong #TrendingReels #InstagramReels SUPPORT SAMUEL HOUSE YOUTUBE CHANNEL 🙏🙏ଆପଣଙ୍କର ଭଲପାଇବା ଓ ସମର୍ଥନ କାମନା କରୁ |🙏🙏 👇👇 DO 👇👇 👍LIKE 🤝SHARE ✅SUBSCRIBE 💬COMMENT FOLLOW ME ON 👇👇👇 Instagram -  / samuel_suka_majhi   Facebook -https://www.facebook.com YouTube -   / @samuelhouse-h5r   🎼🎼CHECK OUT MY OTHER SONGS 👇👇👇 ଧନ୍ୟବାଦ୍ 👇    • DHHANYA BAAD || ଧନ୍ୟ ବାଦ୍ || NEW ODIA CHRI...   ଯୀଶୁ ନାମର ଗୁଣ ଗାଉଥିବି👇    • Jisu Namara GunaGauthibi |NewOdiaChristian...   ମନ୍ଦତା 👇    • MANDATA | (ମନ୍ଦତା)|| NEW ODIA CHRISTIAN SO...   ଜନମିଲେ ଯୀଶୁ ଆଜି 👇    • JANAMILE JISU AAJI || ଜନମିଲେ ଯୀଶୁ ଆଜି || N...   ⚠️!!* ANTY- PIRACY WORNING *!!⚠️ This content is copyright to SAMUEL HOUSE YouTube Channel. Any unauthorized reproduction, redistribution upload audio or Dance video on this song is strictly prohibited. Legal action will be taken & we will give strike against those who violate the copyright of the following material presented.