Перейти к содержимому

ଏ ଆଖି ଏଯାଏଁତୋତେ ଭରି ଦେଖିନାହିଁ II Odia Soulful Ghazal II Prabhu Ne kaha II

PRABHU NE KAHA

0:00 / 0:00

ଏ ଆଖି ଏଯାଏଁତୋତେ ଭରି ଦେଖିନାହିଁ II Odia Soulful Ghazal II Prabhu Ne kaha II

67 просмотров · 12 часов назад
PRABHU NE KAHA
2,32 тыс. подписчиков
67 просмотров · 12 часов назад
Dear friends, Welcome to PRABHU NE KAHA On this channel, you will find: ✦Biblical Reflections Thought-provoking reflections and teachings from Sacred Scripture that inspire faith, offer hope, and help you apply God's Word in your daily life. ✦ Hindi Christian Devotional Songs Soul-stirring worship songs and heartfelt devotional music that draw you closer to Jesus and encourage a life of prayer and praise. Whether you are searching for hope, seeking spiritual growth, or simply longing to spend time in God's presence, we pray that every video becomes a source of encouragement and blessing. This channel is created not for commercial purposes, but to glorify Jesus Christ by proclaiming His Word through biblical reflections and devotional music. Our prayer is that every message and every song will strengthen your faith, nourish your spirit, and lead you into a deeper relationship with our Lord and Savior, Jesus Christ. .................................................................................. This song is created by suno ai Lyrics: Fr. Devarchan IMS ................................................................................... ଥରେ ରୁହ ପ୍ରଭୁ, ଆଉ ଥରେ ରୁହ, ମନର କଥା କହିବାକୁ ଦିଅ, ଏ ଆଖି ତୋତେ ଭରି ଦେଖିନି, ଆଉ କିଛି କ୍ଷଣ ପାଖେ ରହିଯାଅ। ଏ ଆଖି ଏଯାଏଁ ତୋତେ ଭରି ଦେଖିନାହିଁ, ଏ ହୃଦୟ ଏଯାଏଁ ତୋତେ ଭରି ପାଇନାହିଁ। କେତେ ଦିନ ଧରି ଖୋଜୁଛି ତୋତେ, ନିଜ ମନର ନିରବତାରେ, କେତେ ରାତି ଲୁହରେ ଭିଜିଛି, ତୋର ଗୋଟିଏ ଡାକ ଆଶାରେ। ଥରେ ରୁହ ପ୍ରଭୁ, ଆଉ ଥରେ ରୁହ, ମନର କଥା କହିବାକୁ ଦିଅ, ଏ ଆଖି ତୋତେ ଭରି ଦେଖିନି, ଆଉ କିଛି କ୍ଷଣ ପାଖେ ରହିଯାଅ। ଏ ଆଖି ଏଯାଏଁ ତୋତେ ଭରି ଦେଖିନାହିଁ, ଏ ହୃଦୟ ଏଯାଏଁ ତୋତେ ଭରି ପାଇନାହିଁ। ତୁ ଆସିଲେ ମୋ ଶୂନ୍ୟ ଘରେ, ବସନ୍ତ ଆସେ ନିରବରେ, ତୋର ଛାୟା ମୋ ପାଖେ ଥିଲେ, ଭୟ ରହେନାହିଁ ଅନ୍ଧାରେ। ଥରେ ରୁହ ପ୍ରଭୁ, ଆଉ ଥରେ ରୁହ, ମନର କଥା କହିବାକୁ ଦିଅ, ଏ ଆଖି ତୋତେ ଭରି ଦେଖିନି, ଆଉ କିଛି କ୍ଷଣ ପାଖେ ରହିଯାଅ। ଏ ଆଖି ଏଯାଏଁ ତୋତେ ଭରି ଦେଖିନାହିଁ, ଏ ହୃଦୟ ଏଯାଏଁ ତୋତେ ଭରି ପାଇନାହିଁ। ତୋର ହାତଟି ଧରିଲେ ପ୍ରଭୁ, ପଥଟା ଆଉ ଅଜଣା ନୁହେଁ, ତୋର ନାମଟି ଓଠରେ ଥିଲେ, ମୋ ଲୁହ ଆଉ ଏକା ନୁହେଁ। ଥରେ ରୁହ ପ୍ରଭୁ, ଆଉ ଥରେ ରୁହ, ମନର କଥା କହିବାକୁ ଦିଅ, ଏ ଆଖି ତୋତେ ଭରି ଦେଖିନି, ଆଉ କିଛି କ୍ଷଣ ପାଖେ ରହିଯାଅ। ଏ ଆଖି ଏଯାଏଁ ତୋତେ ଭରି ଦେଖିନାହିଁ, ଏ ହୃଦୟ ଏଯାଏଁ ତୋତେ ଭରି ପାଇନାହିଁ।