Перейти к содержимому

ଘରେ ବନାନ୍ତୁ ସୁପର୍ କ୍ରିମି ପନୀର ଟିକା ମସଲା | Easy Paneer Tikka Masala Recipe😋

Sanjukta Odia Rasoi

0:00 / 0:00

ଘରେ ବନାନ୍ତୁ ସୁପର୍ କ୍ରିମି ପନୀର ଟିକା ମସଲା | Easy Paneer Tikka Masala Recipe😋

11 просмотров · 8 часов назад
Sanjukta Odia Rasoi
39 подписчиков
11 просмотров · 8 часов назад
#PaneerTikkaMasala #PaneerRecipe #RestaurantStylePaneer #CreamyPaneer #EasyPaneerRecipe #HomeMadeFood #IndianFood #PaneerLover #DesiKhana #FoodRecipe ଜୟ ଜଗନ୍ନାଥ ସାଙ୍ଗମାନେ! 🙏✨ ଆଜି ଆମେ ବନେଇବା ଏକଦମ୍ ରେଷ୍ଟୋରାଣ୍ଟ ଷ୍ଟାଇଲ୍ ସୁପର୍ କ୍ରିମି ଏବଂ ରିଚ୍ 'ପନୀର ଟିକା ମସଲା'! 🍛😍 ଯଦି ଆପଣଙ୍କୁ ରୋଷେଇ ଆସୁନଥିବ, ତଥାପି ଏହି ସହଜ ଉପାୟରେ ଆପଣ ପ୍ରଥମ ଥରରେ ହିଁ ଏକଦମ୍ ପରଫେକ୍ଟ ଏବଂ ମସ୍ତ ବନେଇପାରିବେ। INGREDIENTS / ଆବଶ୍ୟକ ସାମଗ୍ରୀ: [For Marination / ମ୍ୟାରିନେସନ୍ ପାଇଁ]: Paneer (ପନୀର): 200g (Square Cut) Besan (ବେସନ): 3 tbsp Dahi / Curd (ଦହି): 5 tbsp Haldi Powder (ହଳଦୀ ଗୁଣ୍ଡ) Red Chilli Powder (ଲଙ୍କା ଗୁଣ୍ଡ) Dhaniya Powder (ଧନିଆ ଗୁଣ୍ଡ) Jeera Powder (ଜିରା ଗୁଣ୍ଡ) Kitchen King Masala (କିଚେନ୍ କିଙ୍ଗ୍ ମସଲା) Kasuri Methi (କସୁରୀ ମେଥି) Salt (ଲୁଣ): Swad Anusar Oil (ତେଲ): 2 tbsp + 3 tbsp (Frying) Capsicum, Tomato & Onion: Big Square Cut Pieces [For Gravy / ଗ୍ରେଭି ପାଇଁ]: Oil (ତେଲ): 3 tbsp Chopped Onion (କଟା ପିଆଜ): 1 Large Grated Tomato (କୋରା ଟମାଟୋ): 2 Medium Spices: Haldi, Red Chilli, Dhaniya, Jeera Powder, Kitchen King Masala & Kasuri Methi Fresh Malai (ଘରର ଫ୍ରେଶ୍ ମଲାଇ) Fresh Coriander Leaves (ଧନିଆ ପତ୍ର) Hot Water (ଗରମ ପାଣି) -------------------------------------------------- 👩‍🍳 STEP-BY-STEP PROCESS / ପ୍ରଣାଳୀ: 1. Marination: ୨୦୦ ଗ୍ରାମ୍ ପନୀରକୁ ବଡ଼ ସ୍କୋୟାର୍ ସାଇଜ୍‌ରେ କାଟି ରଖନ୍ତୁ। ଗୋଟିଏ ବୋଲ୍‌ରେ ୩ ଚାମଚ ବେସନ, ୫ ଚାମଚ ଦହି, ହଳଦୀ, ଲଙ୍କା, ଧନିଆ, ଜିରା ଗୁଣ୍ଡ, କିଚେନ୍ କିଙ୍ଗ୍ ମସଲା, ଲୁଣ, କସୁରୀ ମେଥି ଏବଂ ୨ ଚାମଚ ତେଲ ଦେଇ ଭଲ ଭାବରେ ମିକ୍ସ କରନ୍ତୁ। 2. Adding Veggies: ଏବେ ସେଥିରେ ବଡ଼ ସ୍କୋୟାର୍ କଟା କ୍ୟାପ୍ସିକମ୍, ଟମାଟୋ, ପିଆଜ ଏବଂ ପନୀର ପକାଇ ହାଲୁକା ହାତରେ କୋଟିଂ କରି ସାଇଡ୍‌ରେ ରଖନ୍ତୁ। 3. Roasting: ପ୍ୟାନ୍‌ରେ ୩ ଚାମଚ ତେଲ ଗରମ କରି ମ୍ୟାରିନେଟ୍ ହୋଇଥିବା ପନୀର ଓ ପରିବାକୁ ୮୦% ସିଝିବା ଯାଏଁ ଭାଜି ନିଅନ୍ତୁ। 4. Gravy: କଡ଼ାଇରେ ୩ ଚାମଚ ତେଲ ଗରମ କରି କଟା ପିଆଜ ଭାଜନ୍ତୁ। ତା'ପରେ ୨ଟି କୋରା ଟମାଟୋ ଏବଂ ସବୁ ଗୁଣ୍ଡ ମସଲା ଦେଇ କଷନ୍ତୁ। ମସଲା କଷି ହେଲେ ଘରର ଫ୍ରେଶ୍ ମଲାଇ ଦେଇ ତେଲ ଅଲଗା ହେବା ଯାଏଁ ମିଶାନ୍ତୁ। 5. Final Dish: ଗ୍ରେଭିରେ ଧନିଆ ପତ୍ର, ଫ୍ରାଇ ହୋଇଥିବା ପନୀର-ପରିବା ଏବଂ ଗରମ ପାଣି ଦେଇ ୨ ମିନିଟ୍ ଫୁଟାନ୍ତୁ। ଆପଣଙ୍କର ସୁପର୍ କ୍ରିମି 'ପନୀର ଟିକା ମସଲା' ପ୍ରସ୍ତୁତ! -------------------------------------------------- ❤️ ଭିଡିଓଟି ଭଲ ଲାଗିଲେ Like, Share ଏବଂ Subscribe କରିବାକୁ ବିଲକୁଲ୍ ଭୁଲିବେନି!